ಅರ್ಥ : ଦାଗ, ମଇଳା ଆଦି ସଫା କରିବା
ಉದಾಹರಣೆ :
ମାଆ ଲୁଗାରେ ଲାଗିଥିବା ଦାଗ ଛଡ଼ାଉଛନ୍ତି
ಸಮಾನಾರ್ಥಕ : ଛଡ଼ାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
Make clean by removing dirt, filth, or unwanted substances from.
Clean the stove!.ಅರ್ಥ : ପାଣି ବା କୌଣସି ତରଳ ପଦାର୍ଥ ସହାୟତାରେ କୌଣସି ବସ୍ତୁ ଉପରୁ ମଇଳା ଆଦି ଛଡ଼େଇବା
ಉದಾಹರಣೆ :
ଶ୍ୟାମା ମହାତ୍ମାଙ୍କ ଗୋଡ଼ ଧୋଉଛି ସନ୍ଥଜୀ ହାତଗୋଡ଼ ଧୋଉଛନ୍ତିଏହି ଯନ୍ତ୍ରାଂଶକୁ କିରାସିନିରେ ଧୁଅ
ಸಮಾನಾರ್ಥಕ : ଧୋଇବା, ପରିଷ୍କାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବାସନ, ଲୁଗାଆଦିକୁ ପାଣିରେ ଧୋଇବା
ಉದಾಹರಣೆ :
ସେ ଲୁଗା ସଫାକଲା ଓ ଶୁଖିବାପାଇଁ ଖରାରେ ପକାଇଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :