ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସଫା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସଫା   ବିଶେଷ୍ୟ

ಅರ್ಥ : ସ୍ୱଚ୍ଛ ହେବାର ଅବସ୍ଥା ବା ଭାବ

ಉದಾಹರಣೆ : ସ୍ୱଚ୍ଛତା ଅନୁସରଣ କଲେ ରୋଗ ବ୍ୟାପେ ନାହିଁ ରାସାୟନିକ ପ୍ରକ୍ରିୟାଦ୍ୱାରା ଜଳର ସ୍ୱଚ୍ଛତା ରକ୍ଷା କରାଯାଇପାରିବ

ಸಮಾನಾರ್ಥಕ : ନିର୍ମଳତା, ଶୁଦ୍ଧତା, ସ୍ୱଚ୍ଛତା


ಇತರ ಭಾಷೆಗಳಿಗೆ ಅನುವಾದ :

स्वच्छ होने की अवस्था या भाव।

स्वच्छता बरतने से बीमारियाँ नहीं फैलतीं।
रासायनिक प्रक्रिया द्वारा जल की स्वच्छता बनाई रखी जा सकती है।
अमलता, उजराई, उजलाई, उजलापन, उज्ज्वलता, उज्ज्वला, उज्वलता, उज्वला, धवलिमा, निर्मलता, पूति, शुद्धता, शुद्धि, सफाई, साफ-सफाई, सुथरापन, स्वच्छता

The state of being clean. Without dirt or other impurities.

cleanness

ಅರ್ಥ : ସଫା କରିବା କାମ

ಉದಾಹರಣೆ : ମନୋହର ଲୁଗା ସଫା କରିବାକୁ ଗଲା


ಇತರ ಭಾಷೆಗಳಿಗೆ ಅನುವಾದ :

धुलवाने का काम।

मनोहर कपड़े की धुलवाई कराने गया है।
धुलवाई

ಅರ್ಥ : ବସ୍ତୁସମୂହର କରାଯାଉଥିବା ଏପରି ଉପଯୋଗ ବା ଭୋଗ ଯାହା ସମୂଳେ ଶେଷ ହୋଇଯାଏ

ಉದಾಹರಣೆ : ଦୁଇବର୍ଷରେ ସେ ବାପା-ଦାଦାଙ୍କ ରୋଜଗାରକୁ ସଫା କରିଦେଲା

ಸಮಾನಾರ್ಥಕ : ଶେଷ


ಇತರ ಭಾಷೆಗಳಿಗೆ ಅನುವಾದ :

वस्तुओं का किया जाने वाला ऐसा उपयोग या भोग कि वे समाप्त हो जाएँ।

दो ही वर्षों में उसने बाप-दादा की कमाई का सफाया कर दिया।
सफाया

The act of consuming something.

consumption, expenditure, using up

ಅರ್ಥ : ପୂର୍ଣ୍ଣ କରିବା ବା କିଛି ବି ଶେଷ ନଛାଡିବାର ବା ବଞ୍ଚାଇବାର କ୍ରିୟା

ಉದಾಹರಣೆ : ତିବ୍ବତରେ ହୋଇଥିବା ବାର୍ଡ-ଫ୍ଲୁ କୁ ନିର୍ମୂଳ କରି ଦିଆଗଲା

ಸಮಾನಾರ್ಥಕ : ଖତମ, ନିର୍ମୂଳ

ସଫା   କ୍ରିୟା ବିଶେଷଣ

ಅರ್ಥ : କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ

ಉದಾಹರಣೆ : ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି

ಸಮಾನಾರ್ಥಕ : ଖୋଲା, ଖୋଲାଭାବେ, ନଲୁଚାଇ, ସଫା-ସଫା, ସ୍ପଷ୍ଟ, ସ୍ପଷ୍ଟକରି, ସ୍ପଷ୍ଟତଃ


ಇತರ ಭಾಷೆಗಳಿಗೆ ಅನುವಾದ :

In an easily perceptible manner.

Could be seen clearly under the microscope.
She cried loud and clear.
clear, clearly

ସଫା   ବିଶେଷଣ

ಅರ್ಥ : ଯାହା ପାଖରେ କୌଣସି ଦୋଷ ନାହିଁ

ಉದಾಹರಣೆ : ମୋତେ ଆଜି ପର୍ଯ୍ୟନ୍ତ କୌଣସି ପୂର୍ଣ୍ଣତଃ ନିର୍ଦୋଷ ବ୍ୟକ୍ତି ମିଳିନାହିଁ

ಸಮಾನಾರ್ಥಕ : ଅକଳଙ୍କ, ଅକଳଙ୍କି, ଅକଳଙ୍କିତ, ଅଦୋଷ, ଅପଦୋଷ, ଅମଳିନ, କଳଙ୍କରହିତ, ନିର୍ଦୋଷ, ନିଷ୍କଳଙ୍କ


ಇತರ ಭಾಷೆಗಳಿಗೆ ಅನುವಾದ :

Free from discordant qualities.

pure

ಅರ್ಥ : ଯାହା ଉଜ୍ୱଳ

ಉದಾಹರಣೆ : ସେ ଶ୍ୱେତ ବସ୍ତ୍ର ପରିଧାନ କରିଛି

ಸಮಾನಾರ್ಥಕ : ଉଜ୍ଜଳ, ଧବଳ, ଧଳା, ଶୁକ୍ଳ, ଶ୍ୱେତ


ಇತರ ಭಾಷೆಗಳಿಗೆ ಅನುವಾದ :

ಅರ್ಥ : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ

ಉದಾಹರಣೆ : ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ

ಸಮಾನಾರ್ಥಕ : ଅନାବିଳ, ଅମ୍ଳାନ, ନିର୍ମଳ, ପବିତ୍ର, ବିମଳ, ବିଶୁଦ୍ଧ, ଶୁଦ୍ଧ, ସଫାସୁତରା, ସୁତରା, ସ୍ୱଚ୍ଛ


ಇತರ ಭಾಷೆಗಳಿಗೆ ಅನುವಾದ :

Free from impurities.

Clean water.
Fresh air.
clean, fresh

ಅರ್ಥ : ଯାହା ପ୍ରକାଶମାନ

ಉದಾಹರಣೆ : ତାର ପୋଷାକ ଚକ୍‌ମକ୍‌ ଥିଲା ଏବଂ ସେ କୌଣସି ସଂଭ୍ରାନ୍ତ ଘରର ଭଳି ଜଣାପଡ଼ୁଥିଲା

ಸಮಾನಾರ್ಥಕ : ଉଜ୍ଜଳ, ଚକ୍‌ମକ୍‌, ଧୋବ, ଧୋବଲା, ସ୍ୱଚ୍ଛ


ಇತರ ಭಾಷೆಗಳಿಗೆ ಅನುವಾದ :

जो मैला न हो या धुला हो।

उसके कपड़े उज्ज्वल थे और वह किसी संभ्रांत घर का लग रहा था।
अवदात, उजर, उजरा, उजला, उज्जर, उज्जल, उज्ज्वल, उज्वल, धुला, धुला हुआ, साधुजात, साफ, साफ़, सित, स्वच्छ

(of sound or color) free from anything that dulls or dims.

Efforts to obtain a clean bass in orchestral recordings.
Clear laughter like a waterfall.
Clear reds and blues.
A light lilting voice like a silver bell.
clean, clear, light, unclouded

ಅರ್ಥ : ଯାହା ପୂରାପୂରି ବୁଝି ହୁଏ

ಉದಾಹರಣೆ : ଏହି କବିତାର ଭାବ ସ୍ପଷ୍ଟ ନୁହେଁ

ಸಮಾನಾರ್ಥಕ : ବୋଧଗମ୍ୟ, ସ୍ପଷ୍ଟ


ಇತರ ಭಾಷೆಗಳಿಗೆ ಅನುವಾದ :

जो साफ समझ में आए।

इस कविता का भाव स्पष्ट नहीं है।
अगूढ़, अप्रच्छन्न, अवितथ, खुलासा, प्रकट, प्रगट, वाजह, वाज़ह, साफ, साफ़, स्पष्ट

ಅರ್ಥ : ଯାହ ପରିଷ୍କାର ଦେଖାଯାଏ

ಉದಾಹರಣೆ : ଶିକ୍ଷକ କଳାପଟା ଉପରେ ପାଚନ ତନ୍ତ୍ରର ସ୍ପଷ୍ଟ ଚିତ୍ର ଅଙ୍କନ କରି ବୁଝାଇଲେ

ಸಮಾನಾರ್ಥಕ : ସ୍ପଷ୍ଟ


ಇತರ ಭಾಷೆಗಳಿಗೆ ಅನುವಾದ :

जो साफ दिखाई दे।

गुरुजी ने श्यामपट्ट पर पाचन तंत्र का स्पष्ट रेखाचित्र बनाकर समझाया।
अयां, विचक्षण, साफ, स्पष्ट

ಅರ್ಥ : ଗୌର ବର୍ଣ୍ଣର ବା ଯାହାଙ୍କ ରଙ୍ଗ ସଫା

ಉದಾಹರಣೆ : ବେଶି ଲୋକ ଗୋରୀ ବୋହୂ ପସନ୍ଦ କରନ୍ତି

ಸಮಾನಾರ್ಥಕ : ଗୋରା, ତୋଫା


ಇತರ ಭಾಷೆಗಳಿಗೆ ಅನುವಾದ :

गौर वर्ण का या जिसका रंग साफ़ हो।

ज्यादातर लोग गोरी बहू पसंद करते हैं।
अवदात, गोरा, गोरा चिट्टा, गोरा-चिट्टा, गोराचिट्टा, श्वेत

(used of hair or skin) pale or light-colored.

A fair complexion.
fair, fairish