ಅರ್ಥ : କୌଣସି କଥାର ଚିନ୍ତା, ଅପେକ୍ଷା, ବା ଅଭିଯୋଗ ନ ରହିବା ବା କୌଣସି କଥାରେ ସଂପୂର୍ଣ୍ଣ ପ୍ରସନ୍ନ ହେବାର ଭାବ
ಉದಾಹರಣೆ :
ମୋ କାମ ଆପଣଂକୁ ସନ୍ତୋଷ ଦେଲା କି ନାହିଁ
ಸಮಾನಾರ್ಥಕ : ସନ୍ତୋଷ
ಇತರ ಭಾಷೆಗಳಿಗೆ ಅನುವಾದ :
Happiness with one's situation in life.
contentmentಅರ್ಥ : ସନ୍ତୁଷ୍ଟ କରିବାର ପ୍ରକ୍ରିୟା
ಉದಾಹರಣೆ :
ସେମାନେ ପିତୃପୁରୁଷଙ୍କ ଆତ୍ମାଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରାଇଲେ
ಸಮಾನಾರ್ಥಕ : ଆତ୍ମାଶାନ୍ତି, ତୁଷ୍ଟିକରଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମନର ଏହି ଅବସ୍ଥା ଯାହା କାରଣରୁ ଆମେ ସଦାବେଳେ ପ୍ରସନ୍ନ ରହୁ ଏବଂ କୌଣସି କମନା ମନରେ ରହେ ନାହିଁ
ಉದಾಹರಣೆ :
ସନ୍ତୋଷ ମଣିଷକୁ ସୁଖ ଓ ଶାନ୍ତି ପ୍ରଦାନ କରେ
ಸಮಾನಾರ್ಥಕ : ସନ୍ତୋଷ
ಇತರ ಭಾಷೆಗಳಿಗೆ ಅನುವಾದ :