ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସନ୍ତୁଷ୍ଟ ହେବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସନ୍ତୁଷ୍ଟ ହେବା   କ୍ରିୟାପଦ

ಅರ್ಥ : ଆନନ୍ଦ ପ୍ରାପ୍ତ କରିବା

ಉದಾಹರಣೆ : ମୁଁ ପ୍ରତିକ୍ଷଣର ଆନନ୍ଦ ନେଉଛି

ಸಮಾನಾರ್ಥಕ : ଆନନ୍ଦ ନେବା, ମଜା ନେବା, ସନ୍ତୋଷଲାଭ କରିବା, ସୁଖଲାଭ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

ಅರ್ಥ : ଇଚ୍ଛା ପୂର୍ଣ୍ଣ ହେବା

ಉದಾಹರಣೆ : ଏତେ ଦିନ ପରେ ତଙ୍କୁ ଦେଖି ନୟନ ତୁଷ୍ଟ ହେଲା

ಸಮಾನಾರ್ಥಕ : ତୁଷ୍ଟ ହେବା, ତୃପ୍ତ ହେବା


ಇತರ ಭಾಷೆಗಳಿಗೆ ಅನುವಾದ :

इच्छा का पूर्ण होना।

इतने दिनों बाद उन्हें देखकर नयन अघा गए।
अघाना, छकना, तुष्ट होना, तृप्त होना, तोषना, संतुष्ट होना

Fill to satisfaction.

I am sated.
fill, replete, sate, satiate

ಅರ್ಥ : କାହାରି କାର୍ଯ୍ୟକଳାପ,ବ୍ୟବହାର ଆଦିରେ ଆନନ୍ଦିତ ହେବା

ಉದಾಹರಣೆ : ସୀମା ତା ବିବାହିତ ଜୀବନରେ ବହୁତ ଖୁସି

ಸಮಾನಾರ್ಥಕ : ଆନନ୍ଦିତ ହେବା, ଖୁସି ହେବା, ପ୍ରଫୁଲ୍ଲ ହେବା, ପ୍ରସନ୍ନ ହେବା


ಇತರ ಭಾಷೆಗಳಿಗೆ ಅನುವಾದ :

Become cheerful.

cheer, cheer up, chirk up