ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପ୍ରସନ୍ନ ବା ଖୁସୀ କରିବାର କାମ
ಉದಾಹರಣೆ : ଉଚ୍ଚ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଧନ ଆବଶ୍ୟକ
ಸಮಾನಾರ್ಥಕ : ପ୍ରଫୁଲ୍ଲ, ପ୍ରସନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
प्रसन्न या खुश करने की क्रिया।
ಅರ್ಥ : ଯାହାର ଇଚ୍ଛା ବା ବାସନା ପୂର୍ଣ୍ଣ ହୋଇଯାଇଛି
ಉದಾಹರಣೆ : ମୁଁ ଆପଣଙ୍କ ଦର୍ଶନପାଇ ତୃପ୍ତ ହୋଇଗଲି
ಸಮಾನಾರ್ಥಕ : ତୁଷ୍ଟ, ତୃପ୍ତ, ତୋଷିତ, ପରିତୁଷ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जिसकी इच्छा या वासना पूरी हो चुकी हो।
Satisfied or showing satisfaction with things as they are.
ಅರ್ಥ : ଯାହା ମିଳୁଥିବ ସେଥିରେ ସନ୍ତୋଷ ହେବା
ಉದಾಹರಣೆ : ସନ୍ତୁଷ୍ଟ ବ୍ୟକ୍ତି ସବୁବେଳେ ସୁଖୀ ରହେ
जो मिले उसी में संतोष करनेवाला।
Filled with satisfaction.
ಸ್ಥಾಪನೆ