ಅರ್ಥ : ମାପିବାପାଇଁ,ରେକର୍ଡ଼ପାଇଁ ବା ନିୟନ୍ତ୍ରଣପାଇଁ ଉପକରଣରେ ସଜ୍ଜିତ କରିବା
ಉದಾಹರಣೆ :
ସେ ଲାବରେଟୋରୀକୁ ଉପକରଣରେ ସଜାଉଛି
ಸಮಾನಾರ್ಥಕ : ସଜାଇବା, ସଜ୍ଜୀକରଣ କରିବା, ସଜ୍ଜୀକୃତ କରିବା, ସୁସଜ୍ଜିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* मापने के लिए, रिकार्ड के लिए या नियंत्रण के लिए उपकरणों से लैस करना।
वह प्रयोगशाला को उपकरणों से सुसज्जित कर रहा है।Equip with instruments for measuring, recording, or controlling.
instrumentಅರ್ಥ : କୁଶଳ ବା ସୁନ୍ଦର କରିବା
ಉದಾಹರಣೆ :
ନୂଆ ବୋହୂ ଘରକୁ ସଜାଡ଼ି ଦେଇଛି
ಸಮಾನಾರ್ಥಕ : ସଜାଡ଼ିଦେବା, ସୁବିନ୍ୟସ୍ତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବସ୍ତୁମାନଙ୍କୁ ଏପରିଭାବେ ରଖିବା ଯେ ଦେଖିଲେ ଭଲ ଓ ସୁନ୍ଦର ଜଣାପଡିବ(ବ୍ୟକ୍ତି ବା ସ୍ଥାନ)
ಉದಾಹರಣೆ :
ନୂଆ ବୋହୂ ଘରଟିକୁ ବହୁତ ବଢ଼ିଆ ସଜେଇଛି
ಸಮಾನಾರ್ಥಕ : ଅଳଙ୍କୃତ କରିବା, ସଜାଇବା, ସଜେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ऐसी वस्तुओं से युक्त करना कि देखने में भला और सुंदर जान पड़े (व्यक्ति या स्थान)।
नई बहू ने घर को बहुत बढ़िया सजाया है।