ಅರ್ಥ : ଯାହା ହତିଆର ଆଦିରେ ସଜା ହୋଇଥାଏ
ಉದಾಹರಣೆ :
ପୋଲିସ ଜଣେ ଅବୈଧ ହତିଆରରେ ସୁସଜ୍ଜିତ ବ୍ୟକ୍ତିକୁ ଧରିଲେ ଭାରତ କ୍ଷେପଣାସ୍ତ୍ର ରୋଧକ କ୍ଷମତାରେ ସୁସଜ୍ଜିତ ହୋଇରହିଛି
ಸಮಾನಾರ್ಥಕ : ସୁସଜ୍ଜିତ
ಇತರ ಭಾಷೆಗಳಿಗೆ ಅನುವಾದ :
हथियारों आदि से सजा हुआ।
पुलिस ने एक अवैध हथियारों से लैस व्यक्ति को पकड़ा।ಅರ್ಥ : ଯେ ସଜବାଜ ହୋଇଥିବ
ಉದಾಹರಣೆ :
ସମାରୋହରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ସଜବାଜ ହୋଇଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପ୍ରକାରର ବ୍ୟବସ୍ଥା ବା ନିୟମ ସହ ଯୁକ୍ତ
ಉದಾಹರಣೆ :
ସେ କୋଠରୀରେ ସଜାଡ଼ିକି ରଖାଯାଇଥିବା ଜିନିଷଗୁଡ଼ିକୁ ଛିନଛତ୍ର କରିଦେଲା
ಸಮಾನಾರ್ಥಕ : ଠିକ୍ରୂପେ, ପ୍ରବନ୍ଧିତ, ବ୍ୟବସ୍ଥିତ
ಇತರ ಭಾಷೆಗಳಿಗೆ ಅನುವಾದ :
Methodical and efficient in arrangement or function.
How well organized she is.