ಅರ್ಥ : ଉଚିତ ଜାଗାରେ ଠିକ କ୍ରମରେ ଏହି ପ୍ରକାର ରଖିବାର କ୍ରିୟା ଯାହା ଭଲ ଦେଖାଯାଏ
ಉದಾಹರಣೆ :
ଦୋକାନୀ ଦୋକାନରେ ଜିନିଷ ସଜାଇକରି ରଖିଛି
ಸಮಾನಾರ್ಥಕ : ବ୍ୟବସ୍ଥିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
उचित स्थान पर अच्छे क्रम से इस प्रकार रखना कि देखने में अच्छा जान पड़े।
दुकानदार दुकान में सामानों को सजा रहा है।ಅರ್ಥ : ମାପିବାପାଇଁ,ରେକର୍ଡ଼ପାଇଁ ବା ନିୟନ୍ତ୍ରଣପାଇଁ ଉପକରଣରେ ସଜ୍ଜିତ କରିବା
ಉದಾಹರಣೆ :
ସେ ଲାବରେଟୋରୀକୁ ଉପକରଣରେ ସଜାଉଛି
ಸಮಾನಾರ್ಥಕ : ସଜ୍ଜିତ କରିବା, ସଜ୍ଜୀକରଣ କରିବା, ସଜ୍ଜୀକୃତ କରିବା, ସୁସଜ୍ଜିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* मापने के लिए, रिकार्ड के लिए या नियंत्रण के लिए उपकरणों से लैस करना।
वह प्रयोगशाला को उपकरणों से सुसज्जित कर रहा है।Equip with instruments for measuring, recording, or controlling.
instrumentಅರ್ಥ : ବସ୍ତୁମାନଙ୍କୁ ଏପରିଭାବେ ରଖିବା ଯେ ଦେଖିଲେ ଭଲ ଓ ସୁନ୍ଦର ଜଣାପଡିବ(ବ୍ୟକ୍ତି ବା ସ୍ଥାନ)
ಉದಾಹರಣೆ :
ନୂଆ ବୋହୂ ଘରଟିକୁ ବହୁତ ବଢ଼ିଆ ସଜେଇଛି
ಸಮಾನಾರ್ಥಕ : ଅଳଙ୍କୃତ କରିବା, ସଜେଇବା, ସଜ୍ଜିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ऐसी वस्तुओं से युक्त करना कि देखने में भला और सुंदर जान पड़े (व्यक्ति या स्थान)।
नई बहू ने घर को बहुत बढ़िया सजाया है।