ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେ ଘୋଡ଼ା ଉପରେ ଚଢ଼େ
ಉದಾಹರಣೆ : ଗଣତନ୍ତ୍ର ଦିବସ ଅବସରରେ ପାଞ୍ଚ ଶହ ଘୋଡ଼ା ଚାଳକଙ୍କ ପଟୁଆର ବାହାରିଲା
ಸಮಾನಾರ್ಥಕ : ଅଶ୍ୱପତି, ଅଶ୍ୱବାହ, ଘୋଡାଚାଳକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह जो घोड़े पर सवार हो।
A man skilled in equitation.
ಅರ್ಥ : ଘୋଡ଼ାଗାଡ଼ି ଚଳାଉଥିବା ବା ଅଡ଼ାଉଥିବା ବ୍ୟକ୍ତି
ಉದಾಹರಣೆ : ସଇସ ଘୋଡ଼ାକୁ ଘୋଡ଼ାଗାଡ଼ିରେ ଯୋଚୁଛି
ಸಮಾನಾರ್ಥಕ : କଚୁଆନ, ଘୋଡ଼ାଚାଳକ
वह जो घोड़ागाड़ी चलाता या हाँकता हो।
A man who drives a coach (or carriage).
ಅರ್ಥ : ଯେ ଘୋଡ଼ାର ରକ୍ଷଣାବେକ୍ଷଣ କରେ
ಉದಾಹರಣೆ : ସଇସ ଘୋଡ଼ାକୁ ଘୋଡ଼ାଶାଳାରେ ବାନ୍ଧୁଛି
ಸಮಾನಾರ್ಥಕ : ଅଶ୍ୱପାଳ, ଅଶ୍ୱପାଳକ, ଅଶ୍ୱରକ୍ଷକ
वह जो घोड़े की देख-रेख करता हो।
Someone employed in a stable to take care of the horses.
ಸ್ಥಾಪನೆ