ಅರ್ಥ : ରାଜନୈତିକ ବା ସାମାଜିକ ଜୀବନ ସହିତ ସମ୍ବନ୍ଧ ରଖୁଥିବା କୌଣସି ନିୟମ ବା ବିଧାନ
ಉದಾಹರಣೆ :
ହିନ୍ଦୁ ସଂସ୍କୃତିରେ ବିବାହ ଗୋଟିଏ ଧାର୍ମିକ ବ୍ୟବସ୍ଥା
ಇತರ ಭಾಷೆಗಳಿಗೆ ಅನುವಾದ :
राजनीतिक या सामाजिक जीवन से संबंध रखने वाला कोई नियम या विधान।
हिंदू संस्कृति में विवाह एक धार्मिक संस्था है।A custom that for a long time has been an important feature of some group or society.
The institution of marriage.ಅರ್ಥ : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
ಉದಾಹರಣೆ :
ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
ಸಮಾನಾರ್ಥಕ : ପରିଷଦ, ପ୍ରତିଷ୍ଠାନ, ସଂଗଠନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବିକ୍ଷିପ୍ତ ଶକ୍ତିକୁ ଏକତ୍ରିତ କରି ତାକୁ କୌଣସି କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନିର୍ମିତ ସଂସ୍ଥା
ಉದಾಹರಣೆ :
ଭାରତକୁ ବିଦେଶୀ ଶାସନରୁ ମୁକ୍ତ କରିବାପାଇଁ ଭିନ୍ନଭିନ୍ନ ଅନେକ ସଂଗଠନ ତିଆରି କରାଯାଇଥିଲା
ಸಮಾನಾರ್ಥಕ : ସଂଗଠନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସାହିତ୍ୟ, ବିଜ୍ଞାନ, କଳାଆଦିର ଉନ୍ନତି ନିମନ୍ତେ ସ୍ଥାପିତ ସମାଜ
ಉದಾಹರಣೆ :
ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ଶିକ୍ଷା କ୍ଷେତ୍ରରେ ବିଶ୍ୱବିଖ୍ୟାତ
ಸಮಾನಾರ್ಥಕ : ଅଧିଷ୍ଠାନ, ଇନଷ୍ଟିଚ୍ୟୁଟ୍, ସଂସ୍ଥାନ
ಇತರ ಭಾಷೆಗಳಿಗೆ ಅನುವಾದ :
साहित्य, विज्ञान, कला आदि की उन्नति के लिये स्थापित समाज।
भारतीय प्रौद्योगिकी संस्थान शिक्षा के मामले में विश्व विख्यात हैं।An association organized to promote art or science or education.
institute