ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସଂସ୍କାର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସଂସ୍କାର   ବିଶେଷ୍ୟ

ಅರ್ಥ : ହିନ୍ଦୁମାନଙ୍କ ଧର୍ମଦୃଷ୍ଟିରେ ମନୁଷ୍ୟକୁ ଶୁଦ୍ଧ ଓ ଉନ୍ନତ କରିବା ନିମନ୍ତେ କରାଯାଉଥିବା ବିଶିଷ୍ଟ କୃତ୍ୟ

ಉದಾಹರಣೆ : ହିନ୍ଦୁ ଧର୍ମରେ ସଂସ୍କାରର ବଡ଼ ମହତ୍ତ୍ୱ ରହିଛି


ಇತರ ಭಾಷೆಗಳಿಗೆ ಅನುವಾದ :

हिंदुओं में धर्म की दृष्टि से मनुष्य को शुद्ध और उन्नत करने के लिए होने वाले विशिष्ट कृत्य।

हिन्दू धर्म में संस्कारों का बड़ा महत्व है।
अभिप्रणयन, संस्कार

Any customary observance or practice.

rite, ritual

ಅರ್ಥ : ଶବକୁ ଜଳେଇବା କ୍ରିୟା

ಉದಾಹರಣೆ : ଆଜିକାଲି ଶବଦାହ ନିମନ୍ତେ ସହରରେ ବିଦ୍ୟୁତ ଶବଦାହ ଗୃହ ମଧ୍ୟ ନିର୍ମାଣ କରାଗଲାଣି

ಸಮಾನಾರ್ಥಕ : ଚିତା କର୍ମ, ଦାହ କର୍ମ, ଦାହ ସଂସ୍କାର, ଦାହକ୍ରିୟା, ଶବଦାହ, ଶବସଂସ୍କାର


ಇತರ ಭಾಷೆಗಳಿಗೆ ಅನುವಾದ :

शव को जलाने की क्रिया।

आजकल शवदाह के लिए शहरों में विद्युत शवदाहगृह का निर्माण भी किया गया है।
अंत-क्रिया, अंतक्रिया, अग्नि-कर्म, अग्नि-दाह, अग्निकर्म, अग्निदाह, चिता-कर्म, चिताकर्म, दाह, दाह संस्कार, दाह-कर्म, दाह-क्रिया, दाह-संस्कार, दाहकर्म, दाहक्रिया, शव-दाह, शवदाह

The incineration of a dead body.

cremation

ಅರ್ಥ : ମନ, ରୁଚି, ଆଚାରବିଚାର ଆଦିକୁ ପରିଷ୍କୃତ ତଥା ଉନ୍ନତ କରିବାର କାର୍ଯ୍ୟ

ಉದಾಹರಣೆ : ପିଲାମାନଙ୍କୁ ଭଲ ସଂସ୍କାର ଦେବା ପ୍ରତ୍ୟେକ ମାଆ-ବାପାଙ୍କ କର୍ତ୍ତବ୍ୟ

ಸಮಾನಾರ್ಥಕ : ଶିଷ୍ଟାଚାର


ಇತರ ಭಾಷೆಗಳಿಗೆ ಅನುವಾದ :

मन, रुचि, आचार-विचार आदि को परिष्कृत तथा उन्नत करने का कार्य।

बुराइयों को दूर करने के लिए संस्कार आवश्यक है।
संस्करण, संस्कार

ಅರ್ಥ : ପୂର୍ବ ଜନ୍ମ, କୁଳ ମର୍ଯ୍ୟାଦା, ଶିକ୍ଷା, ସଭ୍ୟତା ଆଦିର ମନ ଉପରେ ପଡ଼ୁଥିବା ପ୍ରଭାବ

ಉದಾಹರಣೆ : ଏହା ବୋହୂର ସଂସ୍କାର ଯେ ସେ କେତେବେଳେ ବି ପାଲଟା ଜବାବ ଦିଏନାହିଁ


ಇತರ ಭಾಷೆಗಳಿಗೆ ಅನುವಾದ :

पूर्व जन्म, कुल-मर्यादा, शिक्षा, सभ्यता आदि का मन पर पड़ने वाला प्रभाव।

यह बहू का संस्कार ही है जो वह कभी पलटकर जवाब नहीं देती।
संस्कार