ಅರ್ಥ : ନିକ୍ଷେପ କରାଯାଇଥିବା ଅସ୍ତ୍ରଶସ୍ତ୍ରକୁ ନିଷ୍ପଳ କରିପାରୁଥିବା ଅସ୍ତ୍ର
ಉದಾಹರಣೆ :
ବିଶ୍ବର ପ୍ରତ୍ୟେକ ଦେଶ ନିକଟରେ ଆଗ୍ନେୟାସ୍ତ୍ରର ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ
ಸಮಾನಾರ್ಥಕ : ରକ୍ଷା, ସୁରକ୍ଷା ବ୍ୟବସ୍ଥା
ಇತರ ಭಾಷೆಗಳಿಗೆ ಅನುವಾದ :
चलाए हुए अस्त्र-शस्त्र को निष्फल करने वाला अस्त्र।
विश्व के हर देश के पास आग्नेयास्त्रों का आवरण होना आवश्यक है।ಅರ್ಥ : ରକ୍ଷାକରିବାର ପ୍ରକ୍ରିୟା ବା ଭାବ
ಉದಾಹರಣೆ :
କୃଷକଟି କ୍ଷେତର ଦେଖାରଖା କରୁଛି
ಸಮಾನಾರ್ಥಕ : ଦେଖାରଖା, ଦେଖାଶୁଣା, ଯତ୍ନ, ହେପାଜତ
ಇತರ ಭಾಷೆಗಳಿಗೆ ಅನುವಾದ :
The activity of protecting someone or something.
The witnesses demanded police protection.ಅರ್ಥ : ପାଳନ ପୋଷଣ କରିବା ବା ଆଶ୍ରୟରେ ରହିବାବାଲା ବ୍ୟକ୍ତି
ಉದಾಹರಣೆ :
ଏହି ବିଦ୍ୟାଳୟର କେତେଜଣ ପୃଷ୍ଠପୋଷକ ଅଛନ୍ତି
ಸಮಾನಾರ್ಥಕ : ପୃଷ୍ଠପୋଷକ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭବିଷ୍ୟ ଆଦି ନିମନ୍ତେ ବା ଆଗକୁ ହେଉଥିବା ଆବଶ୍ୟକତା କାରଣରୁ ଅଗ୍ରୀମ ବା ସଞ୍ଚି ରଖିବାର କ୍ରିୟା
ಉದಾಹರಣೆ :
ସଂରକ୍ଷଣଦ୍ୱାରା ଭବିଷ୍ୟତର ଅସୁବିଧାରୁ ରକ୍ଷା କରାଯାଇପାରିବ
ಇತರ ಭಾಷೆಗಳಿಗೆ ಅನುವಾದ :
भविष्य आदि के लिए या आगे की आवश्यकता के कारण अलग या बचाकर रखने की क्रिया।
संरक्षण द्वारा भविष्य की कठिनाइयों से बचा जा सकता है।The act of keeping back or setting aside for some future occasion.
reservationಅರ್ಥ : ଭଲଭାବରେ କରାଯାଉଥିବା ରକ୍ଷା
ಉದಾಹರಣೆ :
ଯେଉଁ ବୀରମାନେ ଦେଶର ସୁରକ୍ଷାପାଇଁ ସୀମାରେ ନିଯୁକ୍ତ, ସେ ଦେଶ ସେହି ବୀରମାନଙ୍କ ପ୍ରତି କୃତଜ୍ଞ
ಸಮಾನಾರ್ಥಕ : ନିରାପତ୍ତା, ରକ୍ଷା, ସୁରକ୍ଷା
ಇತರ ಭಾಷೆಗಳಿಗೆ ಅನುವಾದ :
अच्छी तरह की जाने वाली रक्षा।
यह देश आभारी है उन वीरों का जो देश की सुरक्षा के लिए सीमाओं पर तैनात हैं।The activity of protecting someone or something.
The witnesses demanded police protection.ಅರ್ಥ : ସଂରକ୍ଷିତ କରିବାର କ୍ରିୟା ବା ଖରାପ ହେବା ବା ନଷ୍ଟ ହେବାରୁ ରକ୍ଷା କରିବାର କ୍ରିୟା
ಉದಾಹರಣೆ :
ଶୀତଳ ଭଣ୍ଡାରରେ ଫଳ,ପନିପରିବା ଆଦିର ସଂରକ୍ଷଣ କରାଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
संरक्षित करने की क्रिया या खराब होने या खतरे से बचाने की क्रिया।
ठंडे गोदामों में फल, सब्जियों आदि का संरक्षण किया जाता है।The activity of protecting someone or something.
The witnesses demanded police protection.