ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସଂଯୋଜକ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସଂଯୋଜକ   ବିଶେଷ୍ୟ

ಅರ್ಥ : ସଭା-ସମିତିଆଦିର ଜଣେ ସଦସ୍ୟ ଯେ ତାହାର ବୈଠକ ଡାକିଥାନ୍ତି

ಉದಾಹರಣೆ : କିଛି ଜରୁରୀ କାରଣ ବଶତଃ ସଂଯୋଜକ ଆଜିର ସଭା ଡାକିଛନ୍ତି

ಸಮಾನಾರ್ಥಕ : ସଂଯୋଜକ କର୍ତ୍ତା, ସଂଯୋଜନ କର୍ତ୍ତା


ಇತರ ಭಾಷೆಗಳಿಗೆ ಅನುವಾದ :

सभा-समिति आदि का वह सदस्य जो उसकी बैठकें बुलाता है।

कुछ ज़रूरी कारणवश संयोजक ने आज की सभा बुलाई।
संयोजक, संयोजन कर्ता, संयोजन कर्त्ता, संयोजनकर्ता, संयोजनकर्त्ता

The member of a group whose duty it is to convene meetings.

convener

ಅರ್ಥ : ଯେ ଯୋଡ଼େ ବା ମିଶାଇଥାଏ

ಉದಾಹರಣೆ : ଏହି ଦୁଇଟି ସହର ମଧ୍ୟରେ ଏହି ପୋଲ ଏକ ସଂଯୋଜକ

ಸಮಾನಾರ್ಥಕ : ଯୋଜକ, ସଂଯୋଗକାରୀ


ಇತರ ಭಾಷೆಗಳಿಗೆ ಅನುವಾದ :

वह जो जोड़े या मिलाए।

इन दोनों शहरों के बीच यह पुल एक योजक है।
योजक, संयोजक

An instrumentality that connects.

He soldered the connection.
He didn't have the right connector between the amplifier and the speakers.
connecter, connection, connective, connector, connexion

ಅರ್ಥ : ଦୁଇଟି ପୃଷ୍ଠକୁ ଏକାଠି ଲଗାଉଥିବା ବା ଯୋଡ଼ୁଥିବା ପଦାର୍ଥ

ಉದಾಹರಣೆ : ଅଠା ଗୋଟିଏ ଭଲ ସଂଯୋଜକ


ಇತರ ಭಾಷೆಗಳಿಗೆ ಅನುವಾದ :

दो सतहों को चिपकाने या जोड़ने वाला पदार्थ।

गोंद एक अच्छा आसंजक है।
आसंजक, आसञ्जक

ಅರ್ಥ : ବ୍ୟାକରଣରେ ଏହି ଶବ୍ଦ ଯାହା ଦୁଇଟି ଶବ୍ଦ ବା ବାକ୍ୟକୁ ଯୋଡ଼ିବାପାଇଁ ବ୍ୟବହାର କରାଯାଇଥାଏ

ಉದಾಹರಣೆ : ତଥା ଏବଂ ଆଦି ସଂଯୋଜକ ପଦ

ಸಮಾನಾರ್ಥಕ : ସଂଯୋଜକ ଶବ୍ଦ


ಇತರ ಭಾಷೆಗಳಿಗೆ ಅನುವಾದ :

व्याकरण में वह शब्द जो दो शब्दों अथवा वाक्यों के बीच में उन्हें जोड़ने के लिए आता है।

तथा, और आदि संयोजक हैं।
योजक, संयोजक, संयोजक शब्द

An uninflected function word that serves to conjoin words or phrases or clauses or sentences.

conjunction, conjunctive, connective, continuative

ସଂଯୋଜକ   ବିଶେଷଣ

ಅರ್ಥ : ଦୁଇଟି ଜିନିଷକୁ ସଂଯୋଗ କରୁଥିବା

ಉದಾಹರಣೆ : କିଛି ସମାସଯୁକ୍ତ ଶବ୍ଦଗୁଡ଼ିକ ମଧ୍ୟରେ ସଂଯୋଜକ ଚିହ୍ନ ରହିଛି


ಇತರ ಭಾಷೆಗಳಿಗೆ ಅನುವಾದ :

जोड़ने या मिलाने वाला।

कुछ सामासिक शब्दों के मध्य योजक चिह्न होते हैं।
योजक, संयोगी, संयोजक