ಅರ್ಥ : ଯିଏ ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ରଖେ ବା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରୁଥିବା ଲୋକ
ಉದಾಹರಣೆ :
ଇନ୍ଦ୍ରିୟଦମନକାରୀ ବ୍ୟକ୍ତି ପ୍ରକୃତ ସୁଖର ଆନନ୍ଦ ନେଇଥାଏ
ಸಮಾನಾರ್ಥಕ : ଆତ୍ମନିୟନ୍ତ୍ରଣକାରୀ, ଇନ୍ଦ୍ରିୟଦମନକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
जो इंद्रिय को अपने बस में रखता हो या इंद्रिय का निग्रह करनेवाला।
इंद्रियनिग्रही व्यक्ति वास्तविक सुख का आनंद उठाता है।ಅರ್ಥ : କୌଣସି ଦୋଷରୁ ଦୂର ରହିବା ବ୍ୟକ୍ତି
ಉದಾಹರಣೆ :
ସାଧୁସନ୍ଥମାନେ ସଂଯମୀ ହେବା ଆବଶ୍ୟକ
ಇತರ ಭಾಷೆಗಳಿಗೆ ಅನುವಾದ :
Sparing in consumption of especially food and drink.
The pleasures of the table, never of much consequence to one naturally abstemious.ಅರ್ಥ : ଯେ ସଂଯମ ବା ପଥ୍ୟର ଆଶ୍ରୟରେ ରହିଥାଏ
ಉದಾಹರಣೆ :
ସଂଯମୀ ବ୍ୟକ୍ତି କେବେ ରୋଗର ଶୀକାର ହୁଏନାହିଁ
ಸಮಾನಾರ್ಥಕ : ସଂଯମଶୀଳ
ಇತರ ಭಾಷೆಗಳಿಗೆ ಅನುವಾದ :
In full control of your faculties.
The witness remained collected throughout the cross-examination.