ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସଂଯତ କରି ଆୟତ୍ତରେ ରଖିବା
ಉದಾಹರಣೆ : ଦୁର୍ଗୁଣରୁ ରକ୍ଷା ପାଇବାପାଇଁ ମୁଁ ନିଜକୁ ବହୁତ ସମ୍ଭାଳିଛି
ಸಮಾನಾರ್ಥಕ : କାବୁ କରିବା, ବଶ କରିବା, ସମ୍ଭାଳିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
रोककर वश में रखना।
ಅರ್ಥ : କୌଣସି ମନୋବେଗକୁ ରୋକିବା
ಉದಾಹರಣೆ : ଜୀବନ -ମରଣ ତ ନିୟତିର ଖେଳ, ଆପଣ ଶୋକାକୁଳ ହୁଅନ୍ତୁ ନାହିଁ, ନିଜେ ନିଜକୁ ସମ୍ଭାଳନ୍ତୁ
ಸಮಾನಾರ್ಥಕ : ଆୟତ୍ତ କରିବା, ସମ୍ଭାଳିବା, ସହିବା, ସ୍ଥିର ରହିବା
किसी मनोवेग को रोकना।
ಸ್ಥಾಪನೆ