ಅರ್ಥ : କୌଣସି ବ୍ୟକ୍ତିର ପ୍ରକୃତ ବା ମୁଖ୍ୟ ନାମ ଶେଷରେ ରହୁଥିବା ଶବ୍ଦ ଯାହା ତାହାର ବଂଶ, ପରିବାର, ବୃତ୍ତିଆଦିର ସୂଚକ ହୋଇଥାଏ
ಉದಾಹರಣೆ :
ମୋହନ ନିଜ ନାମ ସହିତ ସଂଜ୍ଞା ଲେଖୁନାହିଁ
ಸಮಾನಾರ್ಥಕ : ଉପାଧି, କୁଳନାମ, ବଂଶନାମ, ସାଙ୍ଗିଆ
ಇತರ ಭಾಷೆಗಳಿಗೆ ಅನುವಾದ :
The name used to identify the members of a family (as distinguished from each member's given name).
cognomen, family name, last name, surnameಅರ್ಥ : ଯୋଗ୍ୟତା, ସମ୍ମାନଆଦିର ସୂଚକ ଶବ୍ଦ ଯାହାକୁ କୌଣସି ନାମ ସହିତ ଯୋଡ଼ାଯାଏ
ಉದಾಹರಣೆ :
ଶ୍ୟାମଙ୍କୁ ଡକ୍ଟର ଉପାଧିରେ ସମ୍ମାନିତ କରାଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସୂର୍ଯ୍ୟଙ୍କ ଜଣେ ପତ୍ନୀ
ಉದಾಹರಣೆ :
ଏକ କଥାନୁସାରେ ବୈବସ୍ୱତ ମନୁ ଓ ଯମ ସଂଜ୍ଞାଙ୍କର ପୁତ୍ର ଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
सूर्य की एक पत्नी।
एक कथा के अनुसार वैवस्वत मनु और यम संज्ञा के पुत्र थे।An imaginary being of myth or fable.
mythical beingಅರ್ಥ : ବୋଧ କରିବାର ବୃତ୍ତି ବା ଶକ୍ତି
ಉದಾಹರಣೆ :
ଚେତନା ହିଁ ଜୀବନର ଲକ୍ଷଣ ମୃତକର ଶରୀର ସଂଜ୍ଞା ଶୂନ୍ୟ ହୋଇଥାଏ
ಸಮಾನಾರ್ಥಕ : ଚେତନା, ଚୈତନ୍ୟ, ହୋସ୍
ಇತರ ಭಾಷೆಗಳಿಗೆ ಅನುವಾದ :
बोध करने की वृत्ति या शक्ति जिसके द्वारा जीवों को अपनी आवश्यकताओं और स्थितियों के अनुसार अनेक प्रकार की अनुभूतियाँ होती हैं।
चेतना ही जीवन का लक्षण है।An alert cognitive state in which you are aware of yourself and your situation.
He lost consciousness.