ಅರ್ಥ : ଏଭଳି ପରମ୍ପରା ଯେଉଁଥିରେ ଏକ ପ୍ରକାର ବସ୍ତୁ,ବ୍ୟକ୍ତି ବା ଜୀବ ଜଣେ ଅନ୍ୟ ଜଣଙ୍କ ପଛରେ ସିଧାରେ ରହେ
ಉದಾಹರಣೆ :
ସଉଦା ଦୋକାନରେ ଲୋକେ ଧାଡ଼ିରେ ଛିଡ଼ାହୋଇଥାନ୍ତି ଲୋକେ ଧାଡ଼ିରେ ବସି ଖାଉଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ऐसी परम्परा जिसमें एक ही प्रकार की वस्तुएँ, व्यक्ति या जीव एक दूसरे के बाद एक सीध में हों।
राशन की दुकान पर लोगों की पंक्ति लगी हुई थी।ಅರ್ಥ : ଏକ ଶ୍ରେଣୀରେ ପଢ଼ୁଥିବା ସମସ୍ତ ବିଦ୍ୟାର୍ଥୀ
ಉದಾಹರಣೆ :
ଜଣେ ଛାତ୍ର ଯୋଗୁଁ ପୂରା ଶ୍ରେଣୀକୁ ଦଣ୍ଡ ମିଳିଲା
ಸಮಾನಾರ್ಥಕ : କ୍ଲାସ୍
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାଠଶାଳାର ଯେଉଁ କୋଠରୀରେ ଗୋଟିଏ ଶ୍ରେଣୀର ସବୁ ପିଲା ବସି ପାଠପଢ଼ନ୍ତି
ಉದಾಹರಣೆ :
ଆମ ବିଦ୍ୟାଳୟରେ ଦୁଇଟି ନୂଆ ଶ୍ରେଣୀଗୃହ ତିଆରି ଚାଲିଛି
ಇತರ ಭಾಷೆಗಳಿಗೆ ಅನುವಾದ :
पाठशाला का वह कमरा जहाँ एक ही वर्ग के सभी बच्चे बैठकर पढ़ते हैं।
हमारे विद्यालय में दो नयी कक्षाएँ बन रही हैं।ಅರ್ಥ : ଯେଉଁମାନେ ଏକା ସହିତ ସ୍ନାତକ କରିଛନ୍ତି ବା କରୁଛନ୍ତି ସେହି ବିଦ୍ୟାର୍ଥୀମାନଙ୍କର ବର୍ଗ
ಉದಾಹರಣೆ :
ଶ୍ୟାମା ବିଶ୍ୱବିଦ୍ୟାଳୟରେ ମୋ ଶ୍ରେଣୀରେ ଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସାମାନ୍ୟ ଧର୍ମ ଅଥବା ସ୍ୱରୂପଯୁକ୍ତ ପଦାର୍ଥଆଦିର ସମୂହ
ಉದಾಹರಣೆ :
ଅର୍ଥର ଆଧାର ଉପରେ ଏହି ଶବ୍ଦଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ଦରବୃଦ୍ଧି କାରଣରୁ ସବୁ ବର୍ଗର ଲୋକେ ହଇରାଣ ହୁଅନ୍ତି
ಸಮಾನಾರ್ಥಕ : ବର୍ଗ, ସମୁଦାୟ, ସମୂହ
ಇತರ ಭಾಷೆಗಳಿಗೆ ಅನುವಾದ :
A general concept that marks divisions or coordinations in a conceptual scheme.
categoryಅರ್ಥ : ଯୋଗ୍ୟତା ଓ କର୍ତ୍ତବ୍ୟ ଆଦିର ବିଚାରରେ ହୋଇଥିବା ବିଭାଗ
ಉದಾಹರಣೆ :
ଗାନ୍ଧିଜୀ ଜଣେ ଉଚ୍ଚ ଶ୍ରେଣୀର ନେତା ଥିଲେ
ಸಮಾನಾರ್ಥಕ : ବର୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାଠପଢ଼ା କ୍ରମରେ ଉଚ୍ଚ ଓ ନୀଚ୍ଚ ସ୍ଥାନ
ಉದಾಹರಣೆ :
ତୁମେ କେଉଁ ଶ୍ରେଣୀରେ ପଢ଼ୁଛ?
ಇತರ ಭಾಷೆಗಳಿಗೆ ಅನುವಾದ :