ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଶ୍ରୀ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଶ୍ରୀ   ବିଶେଷ୍ୟ

ಅರ್ಥ : ଧନର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କୁ ବିଷ୍ଣୁଙ୍କ ପତ୍ନୀ କୁହାଯାଏ

ಉದಾಹರಣೆ : ଲୋକେ ଧନ ପ୍ରାପ୍ତି ନିମନ୍ତେ ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି

ಸಮಾನಾರ್ಥಕ : ଇନ୍ଦିରା, କମଳା, ଚଞ୍ଚଳା, ଜଗନ୍ନମୟୀ, ନାରାୟଣୀ, ପଦ୍ମହସ୍ତା, ପଦ୍ମା, ପଦ୍ମାସନୀ, ପଦ୍ମିନୀ, ବିଷ୍ଣୁପ୍ରିୟା, ରମା, ଲକ୍ଷ୍ମୀ, ସିନ୍ଧୁକନ୍ୟା, ସିନ୍ଧୁଜା, ହରିପ୍ରିୟା


ಇತರ ಭಾಷೆಗಳಿಗೆ ಅನುವಾದ :

Hindu goddess of fortune and prosperity.

lakshmi

ಅರ್ಥ : ଏକ ଆଦରସୂଚକ ଶବ୍ଦ ଯାହା ପୁରୁଷମାନଙ୍କ ନାମର ପୂର୍ବରୁ ବା ସେମାନଙ୍କୁ ସମ୍ବୋଧନ କରିବାପାଇଁ ଲଗାଯାଇଥାଏ

ಉದಾಹರಣೆ : ଶ୍ରୀମାନ ଅଜିତ ଯୋଗୀଙ୍କୁ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି

ಸಮಾನಾರ್ಥಕ : ଶ୍ରୀମାନ


ಇತರ ಭಾಷೆಗಳಿಗೆ ಅನುವಾದ :

एक आदरसूचक शब्द जो पुरुषों के नाम के पहले या उनको संबोधित करने के लिए लगाया जाता है।

श्रीमान् अजीत जोगी छत्तीसगढ़ के प्रथम मुख्य मंत्री नियुक्त किए गए हैं।
श्रीमान, श्रीमान्

A form of address for a man.

mister, mr, mr.

ಅರ್ಥ : ଏକ ଆଦରସୂଚକ ସମ୍ବୋଧନ

ಉದಾಹರಣೆ : ପୁରୁଷଙ୍କ ନାମ ଆରମ୍ଭରେ ଶ୍ରୀ ଲେଖାଯାଏ

ಸಮಾನಾರ್ಥಕ : ଶ୍ରୀମାନ୍, ଶ୍ରୀଯୁକ୍ତ


ಇತರ ಭಾಷೆಗಳಿಗೆ ಅನುವಾದ :

एक आदरसूचक संबोधन।

श्री पुरुषों के नाम के आगे लगाया जाता है।
श्री

A form of address for a man.

mister, mr, mr.

ಅರ್ಥ : ସମ୍ପୂର୍ଣ୍ଣ ଜାତିର ଏକ ରାଗ

ಉದಾಹರಣೆ : ଶ୍ରୀରାଗରୁ ଅନେକ ରାଗର ଉତ୍ପତ୍ତି ହୋଇଛି

ಸಮಾನಾರ್ಥಕ : ଶ୍ରୀରାଗ


ಇತರ ಭಾಷೆಗಳಿಗೆ ಅನುವಾದ :

संपूर्ण जाति का एक राग।

श्री से कई राग उत्पन्न हुए हैं।
श्री, श्री राग, श्रीराग

Any of various fixed orders of the various diatonic notes within an octave.

mode, musical mode