ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଶୃଙ୍ଗାର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଶୃଙ୍ଗାର   ବିଶେଷ୍ୟ

ಅರ್ಥ : ସାହିତ୍ୟରେ ନବରସ ଗୁଡ଼ିକ ମଧ୍ୟରୁ ସବୁଠୁ ପ୍ରସିଦ୍ଧ ପ୍ରଧାନ ରସ

ಉದಾಹರಣೆ : ଶୃଙ୍ଗାର ରସରେ ନାୟକ-ନାୟିକାଙ୍କ ମିଳନ ବା ସଂଯୋଗରୁ ଉତ୍ପନ୍ନ ସୁଖ ବା ବିୟୋଗ କାରଣରୁ ହେଉଥିବା କଷ୍ଟର ବର୍ଣ୍ଣନା ହୋଇଥାଏ

ಸಮಾನಾರ್ಥಕ : ଶୃଙ୍ଗାର ରସ


ಇತರ ಭಾಷೆಗಳಿಗೆ ಅನುವಾದ :

साहित्य के नौ रसों में से सबसे अधिक प्रसिद्ध प्रधान रस।

शृंगार रस में नायक-नायिका के मिलन अथवा संयोग से उत्पन्न सुख या वियोग के कारण होने वाले कष्टों का वर्णन होता है।
आदिरस, शृंगार, शृंगार रस, श्रृंगार, श्रृंगार रस

ಅರ್ಥ : ସ୍ତ୍ରୀମାନେ ଗହଣା, ଲୁଗା ଆଦିରେ ନିଜକୁ ସୁସଜ୍ଜିତ କରିବା ପ୍ରକ୍ରିୟା

ಉದಾಹರಣೆ : ସୀତା ଶୃଙ୍ଗାର କକ୍ଷରେ ଘଣ୍ଟାଏ ହେଲାଣି ସଜବାଜ ହେଉଛି

ಸಮಾನಾರ್ಥಕ : ଅଙ୍ଗରାଗ, ଅଙ୍ଗସଜା, ବେଶବିନ୍ୟାସ, ମେକପ୍‌, ସଜବାଜ, ସାଜସଜ୍ଜା


ಇತರ ಭಾಷೆಗಳಿಗೆ ಅನುವಾದ :

Cosmetics applied to the face to improve or change your appearance.

make-up, makeup, war paint

ಅರ್ಥ : ସଜାଇହେବା ବା ସଜ୍ଜିତ ହେବା ପ୍ରକ୍ରିୟା

ಉದಾಹರಣೆ : ସାଧାରଣତଃ ସ୍ତ୍ରୀ ଲୋକମାନେ ଶୃଙ୍ଗାରରେ ଅଧିକ ସମୟ କାଟନ୍ତି

ಸಮಾನಾರ್ಥಕ : ବେଶ, ରୂପସଜ୍ଜା, ସାଜସଜ୍ଜା