ಅರ್ಥ : ଝାଉଁଳିବା ପ୍ରକ୍ରିୟା
ಉದಾಹರಣೆ :
ଗଛକୁ ଝାଉଁଳାରୁ ରକ୍ଷାକରିବାପାଇଁ ନିୟମିତ ପାଣି ସିଞ୍ଚନ କରିବା ଦରକାର
ಸಮಾನಾರ್ಥಕ : ଝାଉଁଳା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶୁଖିଲା ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ଶୀତ ସମୟରେ ଚମଡ଼ାର ଶୁଷ୍କତା ଦୂର କରିବାପାଇଁ ତେଲ ବା କ୍ରିମର ବ୍ୟବହାର କରନ୍ତୁ ଏଠିକାର ପବନରେ ଶୁଷ୍କତା ଅଧିକ
ಸಮಾನಾರ್ಥಕ : ଅନାର୍ଦ୍ରତା, ଶୁଖିଲାପଣ
ಇತರ ಭಾಷೆಗಳಿಗೆ ಅನುವಾದ :
The condition of not containing or being covered by a liquid (especially water).
dryness, waterlessness, xerotes