ಅರ್ಥ : ପରର ହିତ ଇଛା କରୁଥିବା ବ୍ୟକ୍ତି
ಉದಾಹರಣೆ :
ଶୁଭାକାଂକ୍ଷୀଙ୍କ ଯୋଗୁଁ ସେ କ୍ଷତିରୁ ରକ୍ଷା ପାଇଗଲା
ಸಮಾನಾರ್ಥಕ : ପରହିତୈଷୀ, ମଙ୍ଗଳକାଂକ୍ଷୀ, ଶୁଭଚିନ୍ତକ, ଶୁଭେଚ୍ଛୁ
ಇತರ ಭಾಷೆಗಳಿಗೆ ಅನುವಾದ :
Someone who shares your feelings or opinions and hopes that you will be successful.
sympathiser, sympathizer, well-wisherಅರ್ಥ : ହିତ ବା ଭଲ ଚାହୁଁଥିବା
ಉದಾಹರಣೆ :
ଆଜିର ସମାଜରେ ହିତୈଷୀ ଲୋକ ମିଳିବା ମୁସ୍କିଲ୍
ಸಮಾನಾರ್ಥಕ : କଲ୍ୟାଣକାରୀ, ପରୋପକାରୀ, ମଙ୍ଗଳାକାଂକ୍ଷୀ, ଶୁଭେଚ୍ଛୁ, ହିତୈଷୀ
ಇತರ ಭಾಷೆಗಳಿಗೆ ಅನುವಾದ :
हित या भला चाहनेवाला।
जीवन में शुभचिन्तकों का होना अतिआवश्यक है।