ಅರ್ಥ : ଶୁଭ ସୂଚକ ପରିଚାୟକ ହୋଇଥିବା ଶକୁନ
ಉದಾಹರಣೆ :
ରାମ ଜନ୍ମ ସମୟରେ ଅଯୋଧ୍ୟାରେ ଶୁଭ ଲକ୍ଷଣ ଦେଖାଯାଇଥିଲା
ಸಮಾನಾರ್ಥಕ : ଶୁଭ ଲକ୍ଷଣ, ଶୁଭ ସଙ୍କେତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଶେଷ କାମର ଆରମ୍ଭରେ ଦେଖାଯାଉଥିବା ଶୁଭ କିମ୍ବା ଅଶୁଭ ଲକ୍ଷଣ
ಉದಾಹರಣೆ :
ସ୍ତ୍ରୀମାନଙ୍କର ବାମ ଆଖି ଡେଇଁବା ଶୁଭ ଲକ୍ଷଣ ଓ ପୁରୁଷମାନଙ୍କର ବାମ ଆକ୍ଷି ଡେଇଁବା ଅଶୁଭ ଲକ୍ଷଣ ଭାବେ ଗ୍ରହଣ କରାଯାଏ
ಸಮಾನಾರ್ಥಕ : ଭଲ ଲକ୍ଷଣ, ଶୁଭ ଲକ୍ଷଣ
ಇತರ ಭಾಷೆಗಳಿಗೆ ಅನುವಾದ :
A sign of something about to happen.
He looked for an omen before going into battle.