ಅರ್ಥ : ସୁଖ, ସମୃଦ୍ଧି ତଥା କୁଶଳତାରେ ପରିପୂର୍ଣ୍ଣ ହେବା ଅବସ୍ଥା
ಉದಾಹರಣೆ :
ଏପରି କାମ କର ଯେଉଁଥିରେ ସମସ୍ତଙ୍କର କଲ୍ୟାଣ ହେବ
ಸಮಾನಾರ್ಥಕ : କଲ୍ୟାଣ, ଭଲ, ମଙ୍ଗଳ, ହିତ
ಇತರ ಭಾಷೆಗಳಿಗೆ ಅನುವಾದ :
A contented state of being happy and healthy and prosperous.
The town was finally on the upbeat after our recent troubles.ಅರ್ಥ : ଯାହା ଶୁଭ ବା ଭଲ
ಉದಾಹರಣೆ :
ଶୁଭ କାର୍ଯ୍ୟ ଆରମ୍ଭ କରିବାରେ ଡେରି ହେବା ଉଚିତ ନୁହେଁ
ಸಮಾನಾರ್ಥಕ : ପୁଣ୍ୟ, ଭଲ, ମାଙ୍ଗଳିକ
ಇತರ ಭಾಷೆಗಳಿಗೆ ಅನುವಾದ :
Auguring favorable circumstances and good luck.
An auspicious beginning for the campaign.