ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଶୁଦ୍ଧି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଶୁଦ୍ଧି   ବିଶେଷ୍ୟ

ಅರ್ಥ : କୌଣସି ଅପବିତ୍ର ବସ୍ତୁକୁ ପବିତ୍ର କରିବା ବା କୌଣସି ଧର୍ମଚ୍ୟୁତ ବ୍ୟକ୍ତିକୁ ଧର୍ମରେ ମିଶାଇବା ପାଇଁ ବା ତାଙ୍କୁ ଧାର୍ମିକ କରିବାପାଇଁ କରାଯାଉଥିବା ଧାର୍ମିକ କୃତ୍ୟ

ಉದಾಹರಣೆ : ଏହି ଆଶ୍ରମକୁ ଆସୁଥିବା ଲୋକଙ୍କର ଶୁଦ୍ଧି ଆବଶ୍ୟକ


ಇತರ ಭಾಷೆಗಳಿಗೆ ಅನುವಾದ :

किसी अपवित्र वस्तु को पवित्र करने या किसी धर्म-च्यूत व्यक्ति को फिर से धर्म में मिलाने या उसे धार्मिक बनाने के लिए किया जाने वाला धार्मिक कृत्य।

इस आश्रम में आने वालों की शुद्धि आवश्यक है।
शुद्धि

The prescribed procedure for conducting religious ceremonies.

ritual

ಅರ್ಥ : ଶ୍ରାଦ୍ଧ ଅନ୍ତର୍ଗତ ପିଣ୍ଡଦାନର ବେଦୀ ଉପରେ ସଜାଇ ରଖା ଯାଇଥିବା କୁଶ ଉପରେ ଜଳ ଛିଞ୍ଚି ଶୁଦ୍ଧ କରିବା

ಉದಾಹರಣೆ : ପୁରିହିତ ପୁଅର ଶୁଦ୍ଧି କାର୍ଯ୍ୟ ସମ୍ପର୍ଣ୍ଣ କଲେ


ಇತರ ಭಾಷೆಗಳಿಗೆ ಅನುವಾದ :

श्राद्ध के अंतर्गत पिंडदान की वेदी पर बिछाए हुए कुशों पर जल सींचने का संस्कार।

पंडितजी ने पुत्र से अवनेजन का कार्य सम्पन्न करवाया।
अवनेजन

Any customary observance or practice.

rite, ritual

ಅರ್ಥ : କୌଣସି ମୁସଲମାନ ସାଧୁ ବା ମହାତ୍ମାଙ୍କ ମୃତ୍ୟୁ ଦିବସର କ୍ରିୟାକର୍ମ

ಉದಾಹರಣೆ : ସୁଫି ଫକୀରଙ୍କ ଶୁଦ୍ଧିକ୍ରିୟାରେ ଲକ୍ଷଲୋକ ସମ୍ମିଳିତ ହୋଇଥିଲେ

ಸಮಾನಾರ್ಥಕ : ଶୁଦ୍ଧିକ୍ରିୟା


ಇತರ ಭಾಷೆಗಳಿಗೆ ಅನುವಾದ :

किसी मुसलमान साधु या पीर के मृत्यु दिवस का कृत्य।

सूफी फकीर के उर्स में लाखों लोग सम्मलित हुए।
उर्स