ಅರ್ಥ : ମୁଣ୍ଡର ଉର୍ଦ୍ଧରେ ସବୁଠାରୁ ଊଚ୍ଚ ସ୍ଥାନ
ಉದಾಹರಣೆ :
ମନ୍ଦିରର ଶୀର୍ଷବିନ୍ଦୁରେ ପତାକା ଉଡ଼ୁଛି
ಅರ್ಥ : ମୁଣ୍ଡ ଉପକୁ ସିଧାରେ ଆକାଶରେ ଥିବା କଳ୍ପିତ ବିନ୍ଦୁ
ಉದಾಹರಣೆ :
କିଏ ଶିରୋବିନ୍ଦୁର କଳ୍ପନା କରିଥିଲା ?
ಸಮಾನಾರ್ಥಕ : ଆକାଶବିନ୍ଦୁ, ଶିରୋବିନ୍ଦୁ
ಇತರ ಭಾಷೆಗಳಿಗೆ ಅನುವಾದ :
सिर के ऊपर सीध में पड़ने वाला कल्पित बिंदु।
आकाशचोटी की कल्पना किसने की थी।The point above the observer that is directly opposite the nadir on the imaginary sphere against which celestial bodies appear to be projected.
zenithಅರ್ಥ : ଯେଉଁ କଳ୍ପିତ ବିନ୍ଦୁ ମୁଣ୍ଡଉପରେ ଆକାଶରେ ଥିବାର ଗ୍ରହଣ କରାଯାଏ
ಉದಾಹರಣೆ :
ଦୁଇପ୍ରହରର ସୂର୍ଯ୍ୟ ଶୀର୍ଷବିନ୍ଦୁରେ ଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
वह कल्पित बिन्दु जो सिर के ऊपर आकाश में माना जाता है।
दोपहर को सूर्य शीर्षबिंदु पर होता है।The point above the observer that is directly opposite the nadir on the imaginary sphere against which celestial bodies appear to be projected.
zenith