ಅರ್ಥ : ଆସୁଥିବା ବ୍ୟକ୍ତିଙ୍କୁ ଆଦର ବା ସମ୍ନାନ ଦେଖାଇବା
ಉದಾಹರಣೆ :
ଭଗବାନ ଶ୍ରୀକୃଷ୍ଣ ବିଦୂରଙ୍କୁ ଅତିଥିସତ୍କାର କରି ବହୁତ ପ୍ରସନ୍ନ ହେଲେ ବିଦେଶୀ ଲୋକେ ଭାରତୀୟ ଶିଷ୍ଟାଚାରରେ ବହୁତ ପ୍ରଭାବିତ ହୋଇଥାନ୍ତି
ಸಮಾನಾರ್ಥಕ : ଅତିଥିସତ୍କାର, ଅତିଥିସେବା
ಇತರ ಭಾಷೆಗಳಿಗೆ ಅನುವಾದ :
अतिथि का आदर या सम्मान।
भगवान कृष्ण विदुर के अतिथि-सत्कार से बहुत ही प्रसन्न हुए।ಅರ್ಥ : ମନ, ରୁଚି, ଆଚାରବିଚାର ଆଦିକୁ ପରିଷ୍କୃତ ତଥା ଉନ୍ନତ କରିବାର କାର୍ଯ୍ୟ
ಉದಾಹರಣೆ :
ପିଲାମାନଙ୍କୁ ଭଲ ସଂସ୍କାର ଦେବା ପ୍ରତ୍ୟେକ ମାଆ-ବାପାଙ୍କ କର୍ତ୍ତବ୍ୟ
ಸಮಾನಾರ್ಥಕ : ସଂସ୍କାର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶିଷ୍ଟ ବା ସଭ୍ୟ ଆଚରଣ
ಉದಾಹರಣೆ :
ଶିଷ୍ଟାଚାରଯୋଗୁଁ ମଣିଷ ସମାଜରେ ସମ୍ମାନ ପାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶିଷ୍ଟ ରୂପରେ ବା ଶିଷ୍ଟତା ସହିତ
ಉದಾಹರಣೆ :
ସମସ୍ତଙ୍କ ସହିତ ଶିଷ୍ଟତା ସହ ବ୍ୟବହାର କରିବା ଆବଶ୍ୟକ
ಸಮಾನಾರ್ಥಕ : ଶାଳୀନତା ସହ, ଶିଷ୍ଟତାପୂର୍ବକ, ଶିଷ୍ଟତାସହ, ସଭ୍ୟଭାବେ
ಇತರ ಭಾಷೆಗಳಿಗೆ ಅನುವಾದ :
शिष्ट रूप से या शिष्टता के साथ।
सबके साथ शिष्टतः व्यवहार करना चाहिए।