ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଶିବିର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଶିବିର   ବିଶେଷ୍ୟ

ಅರ್ಥ : କୌଣସି ବିଶେଷ କାର୍ଯ୍ୟପାଇଁ କରାଯାଇଥିବା ସେହି ଆୟୋଜନ ଯେଉଁଥିରେ ଲୋକଙ୍କ ଅଂଶ ଗ୍ରହଣ କରିବା ଅପେକ୍ଷିତ ହୋଇଥାଏ

ಉದಾಹರಣೆ : ଏହି ଶିବିର ଦୁଇ ଦିନ ଚାଲିବ

ಸಮಾನಾರ್ಥಕ : କ୍ୟାମ୍ପ


ಇತರ ಭಾಷೆಗಳಿಗೆ ಅನುವಾದ :

किसी विशिष्ट कार्य के लिए किया गया वह आयोजन जिसमें लोगों की सहभागिता अपेक्षित हो।

यह शिविर दो दिन चलेगा।
कैंप, कैम्प, शिविर

ಅರ್ಥ : ସୈନିକମାନଙ୍କ ରହିବାପାଇଁ ସ୍ଥାନ

ಉದಾಹರಣೆ : ଏହା ଗୋର୍‌ଖା ରେଜିମେଣ୍ଟର ଛାଉଣୀ

ಸಮಾನಾರ್ಥಕ : ଛାଉଣୀ, ସୈନିକ ଶିବିର


ಇತರ ಭಾಷೆಗಳಿಗೆ ಅನುವಾದ :

सैनिकों के रहने का स्थान।

यह गोरखा रेजीमेंट की छावनी है।
अवस्कंद, अवस्कन्द, कंपू, छावनी, पड़ाव, विक्षेप, शिविर, सैनिक शिविर

Temporary living quarters specially built by the army for soldiers.

Wherever he went in the camp the men were grumbling.
bivouac, camp, cantonment, encampment

ಅರ್ಥ : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ

ಉದಾಹರಣೆ : ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା

ಸಮಾನಾರ್ಥಕ : କ୍ୟାମ୍ପ, ଛାଉଣୀ


ಇತರ ಭಾಷೆಗಳಿಗೆ ಅನುವಾದ :

लोगों का वह समूह जो एक साथ किसी शिविर में रहता है।

श्याम का चुटकुला सुनकर पूरा शिविर हँसने लगा।
कैंप, कैम्प, शिविर

A group of people living together in a camp.

The whole camp laughed at his mistake.
camp

ಅರ್ಥ : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି

ಉದಾಹರಣೆ : ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି

ಸಮಾನಾರ್ಥಕ : କ୍ୟାମ୍ପ, ଛାଉଣୀ


ಇತರ ಭಾಷೆಗಳಿಗೆ ಅನುವಾದ :

वह स्थान जहाँ अस्थाई रूप से कुछ लोग मिलकर किसी विशेष कार्य या उद्देश्य से रहें।

मोतियाबिंद का मुफ़्त इलाज करने के लिए डाक्टरों ने दस दिनों का शिविर लगाया है।
कैंप, कैम्प, शिविर

A site where people on holiday can pitch a tent.

bivouac, campground, camping area, camping ground, camping site, campsite, encampment