ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କବାଟରେ ଲଗା ଯାଇଥିବା ଜଂଜିର ଭଳି ଏକ ଉପକରଣ ଯାହାକୁ କବାଟ ବନ୍ଦ କରିବା ନିମନ୍ତେ କୁହୁଣ୍ଡାରେ ଭର୍ତ୍ତି କରାଯାଏ
ಉದಾಹರಣೆ : ରାତିରେ ଶୋଇବା ସମୟରେ ମୁଁ କବାଟର ଶିକୁଳି ବନ୍ଦ କରି ଦିଏ
ಸಮಾನಾರ್ಥಕ : ଶିକୁଳୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
किवाड़ में लगा वह जंजीरनुमा उपकरण जो किवाड़ बंद करने के लिए कुंडे में फँसाया जाता है।
ಅರ್ಥ : ପଶୁଙ୍କୁ ବାନ୍ଧିବାପାଇଁ ସେମାନଙ୍କ ଗଳାରେ ପିନ୍ଧାଯାଉଥିବା ଧାତୁ ନିର୍ମିତ କଡ଼ି
ಉದಾಹರಣೆ : କୁକୁରକୁ ଜଞ୍ଜିରରେ ବାନ୍ଧିଦିଅ
ಸಮಾನಾರ್ಥಕ : ଜଞ୍ଜିର, ଶିକୁଳୀ, ଶୃଙ୍ଖଳ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
पशुओं को बाँधने के लिए उनके गले में पहनाई हुई धातु की कड़ी।
A series of (usually metal) rings or links fitted into one another to make a flexible ligament.
ಸ್ಥಾಪನೆ