ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଧାନପତ୍ର ଭଳି ହାଲୁକା ଶାଗୁଆ ରଙ୍ଗ
ಉದಾಹರಣೆ : ଶୀଲା ଶୁଆକୁ ଶାଗୁଆ ରଙ୍ଗରେ ରଙ୍ଗଉଛି
ಸಮಾನಾರ್ಥಕ : ଶୁଆପଖିଆ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
धान की पत्तियों का-सा हलका हरा रंग।
ಅರ್ಥ : ଧାନର ପତ୍ର ଭଳି ହାଲୁକା ସବୁଜ ରଙ୍ଗର
ಉದಾಹರಣೆ : ବର୍ଷା ଋତୁରେ ଧରଣୀ ଏଭଳି ଲାଗେ ସତେ ଯେପରି ସେ ଶୁଆପକ୍ଷିଆ ଓଢ଼ଣୀ ଘୋଡ଼ିହୋଇଛି
ಸಮಾನಾರ್ಥಕ : ଶୁଆପକ୍ଷିଆ
धान की पत्तियों का-सा हल्के हरे रंग का।
ಅರ್ಥ : ଯାହା ସବୁଜ ରଙ୍ଗର
ಉದಾಹರಣೆ : ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖାଇବାପରେ ହିଁ ଗାଡ଼ି ଚାଲିଲା
ಸಮಾನಾರ್ಥಕ : ସବୁଜ, ହରିତ
जो हरे रंग का हो।
ಸ್ಥಾಪನೆ