ಅರ್ಥ : ଶାଖାରୁ ବାହାରିଥିବା ଛୋଟ ଶାଖା
ಉದಾಹರಣೆ :
ସେ ଗଛର ଏକ ଶାଖା ଭାଙ୍ଗିଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗଛଆଦିର କାଣ୍ଡରେ ଏଣେତେଣେ ବାହାରିଥିବା ଅଙ୍ଗ
ಉದಾಹರಣೆ :
ପିଲାମାନେ ଆମ୍ବ ଗଛ ଶାଖାରେ ଝୁଲୁଛନ୍ତି
ಸಮಾನಾರ್ಥಕ : ଡାଳ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଷୟ ବା ସିଦ୍ଧାନ୍ତ ସମ୍ପର୍କରେ ଏକ ବିଚାର ବା ମତ ଦେଉଥିବା ଲୋକମାନଙ୍କ ବର୍ଗ
ಉದಾಹರಣೆ :
ଜୈନଧର୍ମ ଅନ୍ତର୍ଗତ ଦୁଇଟି ଶାଖା ଦିଗମ୍ବର ଏବଂ ଶ୍ୱେତାମ୍ବର ନାମରେ ପରିଚିତ
ಇತರ ಭಾಷೆಗಳಿಗೆ ಅನುವಾದ :