ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଶହେ ବର୍ଷର ସମୟ
ಉದಾಹರಣೆ : ଏହି ଶତାବ୍ଦୀରେ ଭାରତର ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି ହୋଇଛି
ಸಮಾನಾರ್ಥಕ : ଶତାବ୍ଦୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
सौ वर्ष का समय।
A period of 100 years.
ಅರ್ಥ : ଅଙ୍କର ସ୍ଥାନକୁ ଗଣିଲାବେଳେ ଏକକ ସ୍ଥାନଆଡୁ ତୃତୀୟ ସ୍ଥାନ ଯାହା ଶହେରେ ଗୁଣିହେବାଭଳି ଜଣାପଡ଼େ
ಉದಾಹರಣೆ : ଚାରିଶହ ତିନିରେ ଶତକ ସ୍ଥାନରେ ଚାରି ଅଛି
ಸಮಾನಾರ್ಥಕ : ଶହ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
अंकों के स्थानों की गिनती में इकाई की ओर से गिनने पर तीसरा स्थान जिसमें सौ गुणित का बोध होता है।
ಅರ್ಥ : ଶହେ ରନ୍
ಉದಾಹರಣೆ : ସଚିନ ଶତକ କରିବା କ୍ଷଣି ଷ୍ଟେଡିୟମ ତାଳି ମାଡ଼ରେ ଗୁଞ୍ଜରିତ ହୋଇ ଉଠିଲା
सौ रन।
ಸ್ಥಾಪನೆ