ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଶଠ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଶଠ   ବିଶେଷ୍ୟ

ಅರ್ಥ : ଠକୁଥିବା ବ୍ୟକ୍ତି

ಉದಾಹರಣೆ : ପୋଲିସ ଦଗାବାଜଙ୍କ ଅନ୍ୱେଷଣରେ ଅଛି

ಸಮಾನಾರ್ಥಕ : ଠକ, ଦଗାବାଜ, ଧୂର୍ତ୍ତ


ಇತರ ಭಾಷೆಗಳಿಗೆ ಅನುವಾದ :

तिकड़म करने वाला व्यक्ति।

पुलिस तिकड़मबाजों की खोज में है।
तिकड़मबाज, तिकड़मबाज़

A person skilled in maneuvering.

maneuverer, manoeuvrer

ಅರ್ಥ : ଦୁଷ୍ଟ ବା ଖରାପ ବ୍ୟକ୍ତି

ಉದಾಹರಣೆ : ଦୁର୍ଜନ ସଂଗତିରୁ ଦୂରରେ ରୁହ

ಸಮಾನಾರ್ಥಕ : ଖଳ, ଦୁରାତ୍ମା, ଦୁର୍ଜନ, ଦୁଷ୍ଟ, ଦୁଷ୍ଟାତ୍ମା, ପାଜୀ, ହରାମି, ହାରାମଜାଦା


ಇತರ ಭಾಷೆಗಳಿಗೆ ಅನುವಾದ :

A wicked or evil person. Someone who does evil deliberately.

scoundrel, villain

ଶଠ   ବିଶେଷଣ

ಅರ್ಥ : ବାହାନା କରିବା ବା ବାହାନା ଦେଖେଇବା

ಉದಾಹರಣೆ : ଶ୍ୟାମ ଏକ ଛଳନାପୂର୍ଣ୍ଣ ଲୋକ

ಸಮಾನಾರ್ಥಕ : ଛଳନାପୂର୍ଣ୍ଣ, ପ୍ରତାରକ, ବାହାନାବାଜ


ಇತರ ಭಾಷೆಗಳಿಗೆ ಅನುವಾದ :

बहाना करनेवाला या बनानेवाला।

श्याम एक बहानेबाज आदमी है।
बहानेबाज, बहानेबाज़, हीलेबाज, हीलेबाज़

ಅರ್ಥ : କାହାକୁ କିଛି ଦେବାର ଆଶ୍ୱାସନା ଦେଇ ମଧ୍ୟ ନଦେବା ଲୋକ

ಉದಾಹರಣೆ : ରମେଶ ଭଣ୍ଡ, ଆପଣ ତାଠାରୁ କିଛି ପାଇବାର ଆଶା ଛାଡ଼ି ଦିଅନ୍ତୁ

ಸಮಾನಾರ್ಥಕ : ଠକ, ଧୂର୍ତ୍ତ, ପ୍ରତାରକ, ଭଣ୍ଡ


ಇತರ ಭಾಷೆಗಳಿಗೆ ಅನುವಾದ :

किसी को कुछ देने का आश्वासन देकर भी न देने वाला।

रमेश रागारु है, आप उससे कुछ पाने की आशा छोड़ दिजिए।
रागारु

ಅರ್ಥ : ଦଗାବାଜୀ କରୁଥିବା ବ୍ୟକ୍ତି

ಉದಾಹರಣೆ : ପୋଲିସ ଦଗାବାଜ ରମେଶକୁ ଧରି ନେଇଗଲା

ಸಮಾನಾರ್ಥಕ : ଠକ, ଦଗାବାଜ, ଧୂର୍ତ୍ତ


ಇತರ ಭಾಷೆಗಳಿಗೆ ಅನುವಾದ :

तिकड़म करने वाला।

पुलिस तिकड़मबाज रमेश को पकड़ कर ले गई है।
तिकड़मबाज, तिकड़मबाज़

ಅರ್ಥ : ଦେଖିବାକୁ ସାଧାସିଧା ଓ ଭୋଳା କିନ୍ତୁ ବାସ୍ତବରେ ଭାରି ଧୂର୍ତ୍ତ

ಉದಾಹರಣೆ : ସନ୍ତୋଷ ଜଣେ ଧୂର୍ତ୍ତ ବ୍ୟକ୍ତି

ಸಮಾನಾರ್ಥಕ : ଦଗାବାଜ, ଧୂର୍ତ୍ତ


ಇತರ ಭಾಷೆಗಳಿಗೆ ಅನುವಾದ :

देखने में सीधा-साधा और भोला पर वास्तव में बड़ा धूर्त।

संतोष एक जूँमुहाँ व्यक्ति है।
जूँमुहाँ

ಅರ್ಥ : ଯିଏ ଦୁଷ୍ଟ ବା ଦୁଷ୍ଟପରି କାମ ବା ବ୍ୟବହାର କରେ

ಉದಾಹರಣೆ : ଦୁଷ୍ଟ ବ୍ୟକ୍ତି ସବୁବେଳେ ଅନ୍ୟର ଖରାପ ଚାହେଁ

ಸಮಾನಾರ್ಥಕ : ଅଧମ, ଅସାଧୁ, ଖଳ, ଦୁର୍ଜନ, ଦୁଷ୍ଟ, ପାଜି, ମନ୍ଦ, ହାରାମୀ


ಇತರ ಭಾಷೆಗಳಿಗೆ ಅನುವಾದ :

जो दुष्टतापूर्वक काम या व्यवहार करता हो।

दुष्ट व्यक्ति सदा दूसरों का अहित ही चाहते हैं।
अधम, अमति, अशील, असंत, असज्जन, असाधु, असित, आणक, कितव, खल, दुर्जन, दुष्ट, पाजी, पामर, लंगर, विटपक, विश्वकद्रु, शठ, शाबर, सठ, हरामी

Morally bad in principle or practice.

wicked

ಅರ್ಥ : ଧୋକାଦେବାପାଇଁ କୌଣସି ପ୍ରକାର ମିଛ କହୁଥିବା

ಉದಾಹರಣೆ : ଧୋକାବାଜ ଲୋକଙ୍କଠାରୁ ସଦାବେଳେ ସତର୍କ ରହିବା ଉଚିତ୍‌

ಸಮಾನಾರ್ಥಕ : କପଟିଆ, ଚାଲବାଜିଆ, ଦଗାବାଜ, ଧୂର୍ତ୍ତ, ଧୋକାବାଜ


ಇತರ ಭಾಷೆಗಳಿಗೆ ಅನುವಾದ :

Intended to deceive.

Deceitful advertising.
Fallacious testimony.
Smooth, shining, and deceitful as thin ice.
A fraudulent scheme to escape paying taxes.
deceitful, fallacious, fraudulent