ಅರ್ಥ : ଏକରେ ସତରଟି ଶୂନ ଲଗାଇଲେ ମିଳୁଥିବା ସଂଖ୍ୟା
ಉದಾಹರಣೆ :
ଏକ ଶଙ୍ଖ ଶହେ ପଦ୍ମ ସହିତ ସମାନ
ಇತರ ಭಾಷೆಗಳಿಗೆ ಅನುವಾದ :
एक पर सत्रह शून्य लगाने पर प्राप्त संख्या।
एक शंख सौ पद्म के बराबर होता है।ಅರ್ಥ : ଖୁବ ପବିତ୍ର ବିଚାର କରାଯାଉଥିବା ଏବଂ ଧାର୍ମିକ କାର୍ଯ୍ୟ ବା ଦେବତାମାନଙ୍କ ଆଗରେ ବଜାଯାଉଥିବା ଏକପ୍ରକାର ବଡ଼ ଗେଣ୍ଡାର ଅସ୍ଥି
ಉದಾಹರಣೆ :
ପଣ୍ଡିତ ସତ୍ୟନାରାୟଣ କଥା ଚାଲିଥିଲାବେଳେ ଶଙ୍ଖ ବଜାଉଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
एक प्रकार के बड़े घोंघे का कोष जो बहुत पवित्र माना जाता है और देवताओं के आगे या धार्मिक अनुष्ठानों आदि में बजाया जाता है।
पंडितजी सत्यनारायण कथा के दौरान शंख बजा रहे थे।ಅರ್ಥ : ବହୁତ ଛୋଟ ପୋଲ ଯାହା ପ୍ରାୟତଃ ଛୋଟ ନାଳସବୁ ପାରି କରିବାପାଇଁ ରାସ୍ତାରେ ତିଆରି କରାଯାଇଥାଏ
ಉದಾಹರಣೆ :
ବିଦ୍ୟାଳୟକୁ ଯିବା ସମୟରେ ପିଲାମାନଙ୍କୁ ପୋଲ ପାରିକରି ଯିବାକୁ ପଡ଼େ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ପ୍ରକାରର ବଡ଼ ଗେଣ୍ଡା ଯାହାର କୋଷକୁ ପବିତ୍ର ବିବେଚନା କରାଯାଏ ଏବଂ ଦେବତା ଆଗରେ ବଜାଯାଏ
ಉದಾಹರಣೆ :
ଶଂଖ ଏକ ଜଳଜନ୍ତୁ
ಸಮಾನಾರ್ಥಕ : ଅମ୍ବୁଜ, କମ୍ବୁ, ଶଂଖ
ಇತರ ಭಾಷೆಗಳಿಗೆ ಅನುವಾದ :
एक प्रकार का बड़ा घोंघा जिसका कोष पवित्र माना जाता है और देवताओं के आगे बजाया जाता है।
शंख एक जलीय जन्तु है।Any of various edible tropical marine gastropods of the genus Strombus having a brightly-colored spiral shell with large outer lip.
conchಅರ್ಥ : ଅଙ୍କଗୁଡ଼ିକର ସ୍ଥାନ ଗଣତିରେ ଏକକସ୍ଥାନରୁ ଗଣିଲେ ଅଷ୍ଟାଦଶ ସ୍ଥାନରେ ଯେଉଁଠି ଶଙ୍ଖରେ ଗୁଣିତ ହେବା ବୋଧ ହୁଏ
ಉದಾಹರಣೆ :
ନଅ ଶଙ୍ଖ ଆଠରେ ଶଙ୍ଖସ୍ଥାନରେ ନଅ ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶହେ ପଦ୍ମ
ಉದಾಹರಣೆ :
ଜଳରେ ଶଙ୍ଖଠାରୁ ବି ଅଧିକ ଜୀବ ରହନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
सौ पद्म।
जल में शंख से भी अधिक जीव रहते हैं।