ಅರ್ಥ : କିଛି ପାଇବା ନିମନ୍ତେ ବହୁତ ଅଧିକ ଇଚ୍ଛା ବା ଆଶା ଯାହା ପ୍ରାୟ ଅନୁଚିତ ବିଚାର କରାଯାଏ
ಉದಾಹರಣೆ :
କୌଣସି ଜିନିଷ ପ୍ରତି ଅଧିକ ଲୋଭ ଠିକ୍ ନୁହେଁ ଲୋଭ ଖରାପ ବିଷୟ
ಸಮಾನಾರ್ಥಕ : ପ୍ରଲୋଭନ, ଲିପ୍ସା, ଲୋଭ, ଳାଳସା
ಇತರ ಭಾಷೆಗಳಿಗೆ ಅನುವಾದ :
Excessive desire to acquire or possess more (especially more material wealth) than one needs or deserves.
greed