ಅರ್ಥ : ଯାହାର ଲୋଭ ଅଛି ବା ଯେ ଲୋଭରେ ପୂର୍ଣ୍ଣ
ಉದಾಹರಣೆ :
ସେ ଜଣେ ଲୋଭୀ ବ୍ୟକ୍ତି
ಸಮಾನಾರ್ಥಕ : ଲାଳସୀ, ଲିପ୍ସୁ, ଲୋଲୁପୀ
ಇತರ ಭಾಷೆಗಳಿಗೆ ಅನುವಾದ :
Immoderately desirous of acquiring e.g. wealth.
They are avaricious and will do anything for money.ಅರ್ಥ : ଯିଏ ବହୁତ କୃପଣ
ಉದಾಹರಣೆ :
ସେଠ୍ ଧନୀରାମ ଭାରି କୃପଣ, ପଇସାଟିଏ ବି ଖର୍ଚ୍ଚ କରିବାକୁ ଚାହାନ୍ତିନାହିଁ
ಸಮಾನಾರ್ಥಕ : କଞ୍ଜୁସ୍, କୃପଣ, ମକ୍ଷୀଚୋଷ୍
ಇತರ ಭಾಷೆಗಳಿಗೆ ಅನುವಾದ :
जो बहुत ही कंजूस हो।
सेठ धनीराम मक्खीचूस है, एक पैसा भी खर्च करना नहीं चाहता।