ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଗଡ଼ିବାର ପ୍ରକ୍ରିୟା ବା ଭାବ
ಉದಾಹರಣೆ : ପିଲାମାନଙ୍କୁ ମାଟିରେ ଗଡ଼ିବା ଭଲ ଲାଗେ
ಸಮಾನಾರ್ಥಕ : ଗଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
लोटने की क्रिया या भाव।
ಅರ್ಥ : କାହାଠାରୁ ଜବରଦସ୍ତି ବା ଡରାଇଧମକାଇ ତାହାର କୌଣସି ବସ୍ତୁକୁ ନେଇଯିବା
ಉದಾಹರಣೆ : ଏହି ରାସ୍ତାରେ ଚୋରମାନେ ବାଟୋଇମାନଙ୍କଠାରୁ ଲୁଟପାଟ କରନ୍ତି
ಸಮಾನಾರ್ಥಕ : ଅପହରଣ କରିବା, ଲୁଟପାଟ କରିବା
किसी से जबरदस्ती या डरा-धमकाकर उसकी कोई वस्तु ले लेना।
ಅರ್ಥ : ଭୂମି ବା କୌଣସି ଆଧାର ଉପରେ ଚିତ୍ହୋଇ ଏପଟସେପଟ ହେବା
ಉದಾಹರಣೆ : ନିଜ ଜିଦି ପୂରଣ କରିବାପାଇଁ ଛୋଟପିଲାମାନେ ପ୍ରାୟତଃ ତଳେ ଲୋଟିଯାନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
भूमि या किसी आधार पर चित्त या पट होते हुए इधर-उधर होना।
Roll around.
ಸ್ಥಾಪನೆ