ಅರ್ಥ : କୌଣସି ଜିନିଷ(ବିଶେଷକରି ଲୁଗା) ଅତ୍ୟଧିକ ଓଲଟାପାଲଟା ହେବାଦ୍ୱାରା ଖରାପ ହୋଇଯିବା
ಉದಾಹರಣೆ :
ଅତ୍ୟଧିକ ଓଲଟାପାଲଟା ହେବାଦ୍ୱାରା ଏହି ଲୁଗା ଲୋଚାକୋଚା ହୋଇଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
किसी चीज का (विशेषकर कपड़ा) अत्यधिक उलटे-पुलटे जाने के कारण खराब हो जाना।
अत्यधिक उलटने-पुलटने के कारण यह कपड़ा गिंज गया है।ಅರ್ಥ : ଥଣ୍ଡାକାରଣରୁ (ଫସଲର) ଠିକରୂପେ ବିକଶିତ ନହେବା
ಉದಾಹರಣೆ :
ଅଧିକ ଥଣ୍ଡା କାରଣରୁ ଫସଲ ସାଙ୍କୁଡ଼ିଯାଇଛି
ಸಮಾನಾರ್ಥಕ : ବଙ୍କାହେବା, ମୋଡ଼ି ହେବା, ସଙ୍କୁଚିତ ହେବା, ସାଙ୍କୁଡ଼ିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦୁଇ ପରସ୍ତ ହେବା
ಉದಾಹರಣೆ :
ସେ ହସି ହସି ଲୋଚାକୋଚା ହୋଇଗଲେ
ಸಮಾನಾರ್ಥಕ : ଆକେତା ହେବା, ଦିଭାଙ୍ଗ ହେବା, ବେଦମ ହେବା, ଭାଙ୍ଗି ପଡିବା
ಇತರ ಭಾಷೆಗಳಿಗೆ ಅನುವಾದ :