ಅರ್ಥ : ମଣିଷ ଜାତି ବା ଗୋଷ୍ଠୀ ଭିତରେ କୌଣସି ଜଣେ
ಉದಾಹರಣೆ :
ପ୍ରତ୍ୟେକ ବ୍ୟକ୍ତିଙ୍କର ପସନ୍ଦ ଅଲଗା ଅଲଗା ଏ କାରରେ କେବଳ ଦୁଇଜଣ ବ୍ୟକ୍ତି ହିଁ ବସିପାରିବେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏରୁ ଅଧିକ ବ୍ୟକ୍ତି
ಉದಾಹರಣೆ :
ଲୋକଙ୍କ ମଙ୍ଗଳପାଇଁ କାମ କରିବା ଉଚିତ୍
ಸಮಾನಾರ್ಥಕ : ଗଣ, ଜନଗଣ, ଜନମାନବ, ସମୂହ
ಇತರ ಭಾಷೆಗಳಿಗೆ ಅನುವಾದ :
The common people generally.
Separate the warriors from the mass.ಅರ್ಥ : ବିଶ୍ବର କୌଣସି ବିଶିଷ୍ଟ ଅଂଶ ବା ସ୍ଥାନ ଯେଉଁଠି କିଛି ଅଲଗା ପ୍ରକାରର ଜୀବ ବା ପ୍ରାଣୀ ରହନ୍ତି
ಉದಾಹರಣೆ :
ଜୀବଲୋକ,ଦେବଲୋକ,ବ୍ରହ୍ମଲୋକ,ମନୁଷ୍ୟଲୋକ ଆଦି କେତେ ଲୋକ ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
विश्व का कोई विशिष्ट भाग या स्थान जिसमें कुछ अलग प्रकार के जीव या प्राणी रहते हैं।
जीवलोक, देवलोक, ब्रह्मलोक, मनुष्यलोक आदि कई लोक हैं।ಅರ್ಥ : ପୃଥିବୀର ତଳେ-ଉପରେ କିଛି କଳ୍ପିତ ସ୍ଥାନ ପୁରାଣ ଅନୁସାରେ ଯାହାର ସଂଖ୍ୟା ଚଉଦ
ಉದಾಹರಣೆ :
ଧର୍ମଗ୍ରନ୍ଥ ଅନୁସାରେ ଉପରେ ସାତ ଓ ତଳେ ସାତ ଲୋକ ଅଛି
ಸಮಾನಾರ್ಥಕ : ଭୁବନ
ಇತರ ಭಾಷೆಗಳಿಗೆ ಅನುವಾದ :
A place that exists only in imagination. A place said to exist in fictional or religious writings.
fictitious place, imaginary place, mythical placeಅರ್ಥ : ଏକ ଉଚ୍ଚ ସ୍ତରରେ ଲୋକମାନଙ୍କଦ୍ୱାରା ଯଥା ନାଗରୀକମାନଙ୍କଦ୍ୱାରା ସ୍ୱୀକୃତ ବା ମାନ୍ୟ ପ୍ରଦାନ କରାଯାଇଥିବା
ಉದಾಹರಣೆ :
ଭାରତରେ ଲୋକମତ ଆଧାର ଉପରେ ହିଁ ସରକାର ଗଢ଼ାହୁଏ ଭାରତରେ ଲୋକ ଶାସନ ରହିଛି
ಸಮಾನಾರ್ಥಕ : ଗଣ
ಇತರ ಭಾಷೆಗಳಿಗೆ ಅನುವಾದ :
Carried on by or for the people (or citizens) at large.
The popular vote.