ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପଛ ଆଡ଼କୁ ବୁଲିବା
ಉದಾಹರಣೆ : ରାମର ଡାକ ଶୁଣି ଶ୍ୟାମ ପଛକୁ ଲେଉଟିଲା
ಸಮಾನಾರ್ಥಕ : ଫେରିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
पीछे की ओर घूमना।
Turn in the opposite direction.
ಅರ್ಥ : କୌଣସି କାମ କିମ୍ବା ଜାଗାକୁ ଯାଇ ସେଠାରୁ ପୂର୍ବ ସ୍ଥାନ ବା ଅବସ୍ଥାକୁ ଫେରିବା
ಉದಾಹರಣೆ : ବାପା କାଲି ଦିଲ୍ଲୀରୁ ଫେରିଲେ
ಸಮಾನಾರ್ಥಕ : ଆସିବା, ଫେରିବା, ବାହୁଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
कहीं जाकर वहाँ से पहले वाले स्थान पर आना या पहले वाले काम आदि पर आना।
ಸ್ಥಾಪನೆ