ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଲୁଚକାଳି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଲୁଚକାଳି   ବିଶେଷ୍ୟ

ಅರ್ಥ : ପିଲାଙ୍କର ଏକ ଖେଳ ଯାହାର ଆରମ୍ଭରେ ଜଣେ ପିଲାର ଆଖି ବନ୍ଦ ହୁଏ ଓ ଏହାପରେ ସେ ଆଖି ଖୋଲି ଲୁଚିଥିବା ଅନ୍ୟ ପିଲାଙ୍କୁ ଖୋଜେ

ಉದಾಹರಣೆ : ପିଲାମାନେ ଅଗଣାରେ ଲୁଚକାଳି ଖେଳ ଖେଳୁଛନ୍ତି

ಸಮಾನಾರ್ಥಕ : ଆଇସ୍‌ ପାଇସ୍‌


ಇತರ ಭಾಷೆಗಳಿಗೆ ಅನುವಾದ :

A game in which a child covers his eyes while the other players hide then tries to find them.

hide and go seek, hide-and-seek

ಅರ್ಥ : ବାଳକମାନଙ୍କର ଲୁଚିବା ଏବଂ ଛୁଇଁବାର ଗୋଟିଏ ଖେଳ

ಉದಾಹರಣೆ : ଲୁଚକାଳି ଖେଳରେ ଗୋଟିଏ ବାଳକକୁ ଚୋର କରି ତାକୁ କୌଣସି ଗଛର ପତ୍ର ଆଣିବାପାଇଁ ପଠାଯାଏ ଏବଂ ସମସ୍ତେ ଲୁଚି ଯାଆନ୍ତି, ପତ୍ର ଆଣି ଫେରିବା ପରେ ସେହି ବାଳକ ଯାହାକୁ ଛୁଏଁ ତାକୁ ଚୋର କରାଯାଏ


ಇತರ ಭಾಷೆಗಳಿಗೆ ಅನುವಾದ :

बालकों का छिपने और छूने का एक खेल।

आतीपाती में एक लड़के को चोर बनाकर उसे किसी पेड़ की पत्ती लेने भेजते हैं और सब छिप जाते हैं, पत्ती लेकर लौटने पर वह लड़का जिसे छू लेता है वही चोर माना जाता है।
आती-पाती, आतीपाती

A game enjoyed by children.

child's game