ಅರ್ಥ : ପାଇବାର ଇଚ୍ଛା
ಉದಾಹರಣೆ :
କାମ ଲିପ୍ସା ତାଙ୍କୁ ଖାଲରେ ପକେଇଦେଲା
ಅರ್ಥ : ପ୍ରବଳ ଅଭିଳାଷ ବା ଗଭୀର ଇଛା
ಉದಾಹರಣೆ :
ଉଡ଼ିବାର ପ୍ରବଳ ଇଛା ହିଁ ଉଡ଼ାଜାହାଜ ଆବିଷ୍କାର ପାଇଁ ମନୁଷ୍ୟକୁ ପ୍ରେରିତ କଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କିଛି ପାଇବା ନିମନ୍ତେ ବହୁତ ଅଧିକ ଇଚ୍ଛା ବା ଆଶା ଯାହା ପ୍ରାୟ ଅନୁଚିତ ବିଚାର କରାଯାଏ
ಉದಾಹರಣೆ :
କୌଣସି ଜିନିଷ ପ୍ରତି ଅଧିକ ଲୋଭ ଠିକ୍ ନୁହେଁ ଲୋଭ ଖରାପ ବିଷୟ
ಸಮಾನಾರ್ಥಕ : ପ୍ରଲୋଭନ, ଲୋଭ, ଲୋଲୁପତା, ଳାଳସା
ಇತರ ಭಾಷೆಗಳಿಗೆ ಅನುವಾದ :
Excessive desire to acquire or possess more (especially more material wealth) than one needs or deserves.
greed