ಅರ್ಥ : କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା
ಉದಾಹರಣೆ :
ସେ ଯିବା ପୂର୍ବରୁ ତାଙ୍କର ସମସ୍ତ କାମ ମୋ ଉପରେ ଲଦି ଦେଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବୋଝ ବା ଭାର ଉପରକୁ ନେବା
ಉದಾಹರಣೆ :
ଟ୍ରକ ଉପରକୁ ମାଲ ଉଠାଇବାପାଇଁ ମୂଲିଆ ପିଠି ଉପରେ ବସ୍ତା ଲଦିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
ಉದಾಹರಣೆ :
ସେ ତାର ଦୋଷ ମୋ ଉପରେ ଲଦିଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାର୍ଯ୍ୟ ଆଦି କରିବାପାଇଁ କାହାରିକୁ ଦାୟିତ୍ୱ ଦେବା
ಉದಾಹರಣೆ :
ମାଲିକ ସବୁକାମ ମୋ ଉପରେ ଲଦି ଦେଲେ
ಇತರ ಭಾಷೆಗಳಿಗೆ ಅನುವಾದ :