ಅರ್ಥ : କାହା ଦ୍ୱାରା ବହୁତ କାମ କରେଇବା
ಉದಾಹರಣೆ :
ଉର୍ମିଳା ସାବତ ଝିଅକୁ ଘର କାମରେ ଦିନରାତି ଖଟଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉପଯୋଗ ବା କାମରେ ଲଗେଇବା
ಉದಾಹರಣೆ :
ରାଜଗୀର ଏହି ଘର ତିଆରି କରିବାପାଇଁ ଶହେ ବସ୍ତା ସିମେଣ୍ଟ ଲଗାଇଲା
ಸಮಾನಾರ್ಥಕ : ଖର୍ଚ୍ଚ କରିବା, ବ୍ୟୟ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗଛପତ୍ର ଆଦିର ରୋପଣ
ಉದಾಹರಣೆ :
ମାଳୀ କୁଣ୍ଡରେ ଗୋଲାପର ଚାରା ଲଗାଉଛି
ಸಮಾನಾರ್ಥಕ : ରୋପଣକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବଡ଼ ବସ୍ତୁରେ କୌଣସି ଛୋଟ ବସ୍ତୁ ଛୁଞ୍ଚିସୁତା ଭଳି କୌଣସି ମାଧ୍ୟମ ସାହାଯ୍ୟରେ ଯୋଡ଼ିବା
ಉದಾಹರಣೆ :
ଲତା କୁର୍ତ୍ତାରେ ବୋତାମ ସିଲାଇ କରୁଛି
ಸಮಾನಾರ್ಥಕ : ସିଲାଇକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी बड़ी वस्तु में कोई छोटी वस्तु किसी माध्यम से जैसे सुई डोरे आदि से जोड़ना।
लता कुर्ते में बटन टाँक रही है।ಅರ್ಥ : କୌଣସି ଏକ ବସ୍ତୁର ଉପର ସ୍ତରରେ ଅନ୍ୟ ଏକ ବସ୍ତୁର ପ୍ରସାରଣ
ಉದಾಹರಣೆ :
ହିନ୍ଦୁମାନଙ୍କ ବିବାହ ଅବସରରେ ବର, କନ୍ୟାଙ୍କ ଶରୀରରେ ହଳଦୀ ଲଗାଯାଏ
ಸಮಾನಾರ್ಥಕ : ଲେପନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :