ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଚଢ଼େଇଆର ବଡ ଲମ୍ବା, ତୀକ୍ଷଣ ବାଉଁଶ ଯାହା ଶିକାରକୁ ଫାନ୍ଦରେ ପକାଇବାରେ ସାହାଯ୍ୟ କରେ
ಉದಾಹರಣೆ : ଶିକାରୀ ହାତରେ ଖେଞ୍ଚୁଣୀ ଧରି ଜଙ୍ଗଲରେ ବୁଲୁଥିଲା
ಸಮಾನಾರ್ಥಕ : ଖେଞ୍ଚୁଣୀ, ନଗି, ଭୂଷା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
बहेलियों का वह लम्बा, नुकीला बाँस जो शिकार फँसाने के काम आता है।
ಅರ್ಥ : ଆଙ୍କୁଡ଼ି ଲଗାହୋଇଥିବା ଏକ ଲମ୍ବା ବାଉଁଶ ଯେଉଁଥିରେ ଫଳ ତୋଳାଯାଏ
ಉದಾಹರಣೆ : ସେ ଲଗିରେ ଆମ୍ବ ତୋଳୁଛି
ಸಮಾನಾರ್ಥಕ : ନଗି
अँकुसी लगा वह लंबा बाँस जिससे फल आदि तोड़े जाते हैं।
ಅರ್ಥ : କାଠ ବା ବାଉଁଶଆଦିର ସିଧା ଛୋଟ ଲମ୍ବା ଅଂଶ
ಉದಾಹರಣೆ : ବଗିଚାରେ ପିଲାମାନେ ବତା ସାହାଯ୍ୟରେ ଆମ୍ବ ତୋଳୁଛନ୍ତି
ಸಮಾನಾರ್ಥಕ : ନଗି, ବତା, ବାଡ଼ି
लकड़ी या बाँस आदि का सीधा थोड़ा लंबा टुकड़ा।
ಸ್ಥಾಪನೆ