ಅರ್ಥ : ଯେଉଁ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି କୌଣସି କଥା କୁହାଯାଏ
ಉದಾಹರಣೆ :
ସେ ମୋତେ ତାଙ୍କ ଲକ୍ଷ୍ୟରେ ରଖିଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଉପରେ ନିର୍ଦ୍ଦେଶ କରାଯାଇଛି
ಉದಾಹರಣೆ :
ଆପଣଙ୍କ ଲକ୍ଷ୍ୟ କେଉଁଠି?
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାକୁ କୌଣସି ଉଦ୍ଦେଶ୍ୟରେ ଦୃଷ୍ଟି ରଖାଯାଏ ବା ଉଦ୍ଦିଷ୍ଟ ପଦାର୍ଥ ବା କଥା
ಉದಾಹರಣೆ :
ଏ ବର୍ଷ ଧାନ ଉତ୍ପାଦନର ଲକ୍ଷ୍ୟ ଦଶ ଲକ୍ଷ ଟନ୍ ରଖାଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :