ಅರ್ಥ : ସାଧାରଣ ଶାରୀରିକ ଅବସ୍ଥା ବା କ୍ରିୟାରେ ହେଉଥିବା ଯେଉଁ ପରିବର୍ତ୍ତନ କୌଣସି ରୋଗୀ ଅନୁଭବ କରେ ଓ ଯାହା କୌଣସି ରୋଗର ସୂଚକ ହୋଇଥାଏ
ಉದಾಹರಣೆ :
ରୋଗର ଲକ୍ଷଣ ତ ଟାଇଫଏଡ୍ ଭଳି ଲାଗୁଛି
ಸಮಾನಾರ್ಥಕ : ରୋଗର ଲକ୍ଷଣ
ಇತರ ಭಾಷೆಗಳಿಗೆ ಅನುವಾದ :
(medicine) any sensation or change in bodily function that is experienced by a patient and is associated with a particular disease.
symptomಅರ್ಥ : ଦେଖାଯାଉଥିବା ବା ବୁଝିହେଉଥିବା ଏଭଳି ଲକ୍ଷଣ, ଯାହାଦ୍ୱାରା କୌଣସି ଜିନିଷ ଚିହ୍ନିହୁଏ ବା କୌଣସି କଥାର କିଛି ପ୍ରମାଣ ମିଳେ
ಉದಾಹರಣೆ :
ରେଡ୍କ୍ରସ ଚିକିତ୍ସା କ୍ଷେତ୍ରର ଏକ ମହତ୍ତ୍ୱପୂର୍ଣ୍ଣ ଚିହ୍ନ ଅର୍ଜୁନ ଉପଲକ୍ଷକୁ ଦେଖି ଲକ୍ଷଭେଦନ କରିଥିଲେ ମେଘ ହେବାର କୌଣସି ଚିହ୍ନ ନାହିଁ
ಸಮಾನಾರ್ಥಕ : ଉପଲକ୍ଷ, ଚିହ୍ନ, ନିଶାଣ, ପ୍ରତୀକ, ସଙ୍କେତ
ಇತರ ಭಾಷೆಗಳಿಗೆ ಅನುವಾದ :
दिखाई देने या समझ में आने वाला ऐसा लक्षण, जिससे कोई चीज़ पहचानी जा सके या किसी बात का कुछ प्रमाण मिले।
रेडक्रास चिकित्सा क्षेत्र का एक महत्वपूर्ण चिह्न है।