ಅರ್ಥ : ସେହି ବିଚାର ଯାହା ପୂରଣ କରିବାପାଇଁ କୌଣସି କାମ କରାଯାଏ
ಉದಾಹರಣೆ :
ଏହି କାମ କରିବା ପଛରେ ଆପଣଙ୍କର କି ଉଦ୍ଦେଶ୍ୟ ଅଛି? ନିଜ ଉଦ୍ଦେଶ୍ୟ ପୂରଣ କ୍ଷେତ୍ରରେ ଆପଣଙ୍କର ସମୟ ନଷ୍ଟକରିବା ଉଚିତ୍ ନୁହେଁ
ಸಮಾನಾರ್ಥಕ : ଅଭିପ୍ରାୟ, ଆବଶ୍ୟକତା, ଉଦ୍ଦେଶ୍ୟ, ପ୍ରୟୋଜନ, ମତଲବ୍
ಇತರ ಭಾಷೆಗಳಿಗೆ ಅನುವಾದ :
वह विचार जिसे पूरा करने के लिए कोई काम किया जाए।
इस काम को करने के पीछे आपका क्या उद्देश्य है?ಅರ್ಥ : ଯାହାକୁ ଧ୍ୟାନରେ ରଖି କେତେଥର ଆଘାତ କରାଯାଏ
ಉದಾಹರಣೆ :
ଅର୍ଜୁନଙ୍କ ବାଣ ସବୁବେଳେ ଲକ୍ଷ୍ୟ ସ୍ଥାନରେ ପଡ଼େ
ಸಮಾನಾರ್ಥಕ : ନିଷାଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଙ୍କର ସ୍ଥାନକୁ ଗଣତିବେଳେ ଏକକ ସ୍ଥାନଆଡ଼ୁ ଗଣିଲାବେଳେ ଷଷ୍ଠ ସ୍ଥାନ ଯାହା ଏକ ଲକ୍ଷରେ ଗୁଣିହେବାଭଳି ଜଣାପଡ଼େ
ಉದಾಹರಣೆ :
ଏକଲକ୍ଷଚାରିରେ ଲକ୍ଷ ସ୍ଥାନରେ ଏକ ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
अंकों के स्थानों की गिनती में इकाई की ओर से गिनने पर छठा स्थान जिसमें लाख गुणित का बोध होता है।
एक लाख चार में लाख के स्थान पर एक है।