ಅರ್ಥ : କୌଣସି ଶବ୍ଦ ବା କଥା ବାରଂବାର କହିବାର ପ୍ରକ୍ରିୟା ବା ଭାବ
ಉದಾಹರಣೆ :
ରଡ଼ିରେ କିଛି ଫାଇଦା ନାହିଁ! ତୁ ପିକ୍ନିକ୍ ଯାଇପାରିବୁ ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରିକୁ ଡାକିବାପାଇଁ ଯୋର୍ରେ କରାଯାଉଥିବା ଶବ୍ଦ
ಉದಾಹರಣೆ :
ମାଲିକର ଡାକ ଶୁଣି ଚାକର ଦୌଡ଼ି ଦୌଡ଼ି ଆସିଲା
ಇತರ ಭಾಷೆಗಳಿಗೆ ಅನುವಾದ :