ಅರ್ಥ : ରୋକିବାର ପ୍ରକ୍ରିୟା
ಉದಾಹರಣೆ :
ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
ಸಮಾನಾರ್ಥಕ : ଅଟକାଇବା, ଗତିରୋଧ କରିବା, ବନ୍ଦକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭତ୍ତା ଆଦି ନ ଦେବା
ಉದಾಹರಣೆ :
ସରକାର ଯାତ୍ରା ଭତ୍ତା ବନ୍ଦକରିଦେଇଛନ୍ତି
ಸಮಾನಾರ್ಥಕ : ବନ୍ଦକରିଦେବା, ରୋକିଦେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
ಉದಾಹರಣೆ :
ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
ಸಮಾನಾರ್ಥಕ : ଅଟକାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଟକଣା ଲଗେଇବା
ಉದಾಹರಣೆ :
ମାଆ ପୁଅକୁ ଖରାରେ ବାହାରକୁ ଯିବାରୁ ବାରଣକଲେ
ಸಮಾನಾರ್ಥಕ : ଅବରୋଧକରିବା, ବାରଣକରିବା, ମନାକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚାଲିଆସୁଥିବା କଥା ଆଦିକୁ ବନ୍ଦ କରିବା
ಉದಾಹರಣೆ :
ରାଜା ରାମ ମୋହନ ରାୟ ସତୀ ପ୍ରଥାକୁ ବନ୍ଦ କଲେ
ಸಮಾನಾರ್ಥಕ : ବନ୍ଦ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରୋକିବା ବା ବାଧାଦେବା
ಉದಾಹರಣೆ :
ଡକାୟତମାନେ ମାର୍ଗ ଅବରୋଧ କଲେ
ಸಮಾನಾರ್ಥಕ : ଅଟକେଇବା, ଅବରୋଧକରିବା, ପ୍ରତିରୋଧକରିବା, ବନ୍ଦକରିବା, ରୋଧକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
ಉದಾಹರಣೆ :
ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
ಇತರ ಭಾಷೆಗಳಿಗೆ ಅನುವಾದ :