ಅರ್ಥ : ବଳରାମଙ୍କ ପତ୍ନୀ
ಉದಾಹರಣೆ :
ରେବତୀଙ୍କ ବର୍ଣ୍ଣନା ଭାଗବତରେ ଦେଖିବାକୁ ମିଳେ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ଶରୀର ଘନ ଅନ୍ଧାର ରାତି ଭଳି କଳା ଓ ମୁକୁଳା କେଶକୁ ନେଇ ସ୍ୱରୂପ ଧାରଣ କରୁଥିବା ମାଆ ଦୁର୍ଗାଙ୍କ ଏକ ରୂପ
ಉದಾಹರಣೆ :
କାଳରାତ୍ରୀ ପୂଜା ବିଧାନ ନବରାତ୍ରିର ସପ୍ତମ ଦିବସରେ କରାଯାଇଥାଏ
ಸಮಾನಾರ್ಥಕ : କଙ୍କାଳିନୀ, କାଳରାତ୍ରୀ, କାଳିକା, କାଳୀ, ଖର୍ପରଧାରିଣୀ, ମହାରୌଦ୍ରୀ, ମୁକ୍ତକେଶୀ, ମୁଣ୍ଡମାଳିନୀ, ଶ୍ୟାମା
ಇತರ ಭಾಷೆಗಳಿಗೆ ಅನುವಾದ :
The ultimate manifestation of Shakti, and the mother of all living beings. A fierce form of Goddess Durga.
kaliಅರ್ಥ : ସପ୍ତବିଂଶତିତମ ନକ୍ଷତ୍ର
ಉದಾಹರಣೆ :
ଚନ୍ଦ୍ରର ପଥରେ ପଡ଼ୁଥିବା ଶେଷ ନକ୍ଷତ୍ରର ନାଁ ରେବତୀ
ಸಮಾನಾರ್ಥಕ : ରେବତୀନକ୍ଷତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
सत्ताईसवाँ या अंतिम नक्षत्र।
रेवती चंद्रमा के पथ पर पड़नेवाला अन्तिम नक्षत्र है।ಅರ್ಥ : ଯେଉଁ ସମୟରେ ଚନ୍ଦ୍ର ରେବତୀ ନକ୍ଷତ୍ରରେ ଥାଏ
ಉದಾಹರಣೆ :
ପଣ୍ଡିତେ ରେବତୀ ନକ୍ଷତ୍ରରେ ଏହି କାମ କରିବାକୁ କହିଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
वह समय जब चंद्रमा रेवती नक्षत्र में होता है।
पंडितजी ने रेवती नक्षत्र में यह काम करने को कहा है।